କାରୁରରେ ବିଜୟଙ୍କ ରାଲିରେ ଅଘଟଣ: ୩୯ ମୃତ, ୭୦ ଆହତ; କ୍ଷତିପୂରଣ ଘୋଷଣା

ତାମିଲନାଡୁର କାରୁରରେ ଅଭିନେତା ବିଜୟଙ୍କ ରାଲିରେ ହୋଇଥିବା ଗହଳି ଓ ଧାଁଧପଡ଼ରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି ଓ ୭୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ବିଜୟ।

କାରୁରରେ ବିଜୟଙ୍କ ରାଲିରେ ହୋଇଥିବା ଗହଳି ଓ ଧାଁଧପଡ଼ରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ବିଜୟ।

କାରୁର ଗହଳି ଓ ଧାଁଧପଡ଼: ତାମିଲନାଡୁର କାରୁର ଜିଲ୍ଲାରେ ଅଭିନେତା ତଥା ରାଜନେତା ବିଜୟଙ୍କ ରାଲି ସମୟରେ ହୋଇଥିବା ଗହଳି ଓ ଧାଁଧପଡ଼ରେ ୩୯ ଜଣଙ୍କର ମୃତ୍ୟ

Leave a comment