ଆଫଗାନିସ୍ତାନ ଦ୍ଵାରା ୨-୧ ରେ ସିରିଜ୍ କବ୍‌ଜା

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୟୁଏଇର ସାରଜାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ପାକିସ୍ତାନ ଆଫଗାନିସ୍ତାନକୁ ୬୬ ରନ୍‌ରେ ପରାସ୍ତ କରିଛି। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୭ ୱିକେଟ୍ ହର

PSL 2023 ରେ ଇହସାନୁଲ୍ଲାହ ପ୍ଲେୟାର ଅଫ୍ ଦି ସିରିଜ୍ ଭାବେ ମନୋନୀତ

ନିଜର ଦ୍ରୁତ ବୋଲିଂ ପାଇଁ ଚର୍ଚ୍ଚାରେ ଥିବା ଇହସାନୁଲ୍ଲାହ ପାକିସ୍ତାନ ସୁପର ଲିଗ୍ (PSL 2023) ରେ 12 ଟି ମ୍ୟାଚ୍ ଖେଳି 22 ଟି ୱିକେଟ୍ ନେଇଥିଲେ, ଯାହା ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ଭାବେ ମନୋନୀତ କରାଯାଇଥିଲା।

ରକ୍ତ ବାହାରିବା ପରେ ରିଟାୟର୍ଡ ହର୍ଟ ହେଲେ ନଜିବୁଲ୍ଲା

ପାକିସ୍ତାନର 20 ବର୍ଷ ବୟସ୍କ ଇହସାନୁଲ୍ଲା ଆଫଗାନିସ୍ତାନ ବିପକ୍ଷରେ ଶାହଜାହରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଡେବ୍ୟୁ କରିଥିଲେ। ତୃତୀୟ ମ୍ୟାଚ୍‌ର 11ତମ ଓଭରରେ ଦ୍ୱିତୀୟ ବଲ୍‌ରେ ମହମ୍ମଦ ନବି ରନ୍ ଆଉଟ୍ ହୋଇଯାଇଥିଲେ। ଏହା ପରେ ନଜିବୁଲ୍ଲା ଜାଦ୍ରାନ କ୍ରିଜ୍‌କୁ ଆସିଥିଲେ।

ଇହସାନୁଲ୍ଲାହଙ୍କ ବିପଜ୍ଜନକ ବାଉନ୍ସରରେ ଆହତ ନଜିବୁଲ୍ଲାହ

148 କିଲୋମିଟର ପ୍ରତି ଘଣ୍ଟା ବେଗରେ ଆସୁଥିବା ବଲ୍ ଲାଗିବାରୁ ରକ୍ତ ବାହାରିଥିଲା, ଫଳରେ ସେ ରିଟାୟର୍ଡ ହର୍ଟ ହୋଇଥିଲେ।

Next Story