ଯେତେବେଳେ ବି ସଲମାନ ଘରୁ ବାହାରକୁ ଯାଆନ୍ତି, ତାଙ୍କ ପରିବାର ଲୋକ ତାଙ୍କ ପାଇଁ ଚିନ୍ତିତ ହୋଇପଡନ୍ତି, କାରଣ ସଲମାନ ଖାନଙ୍କୁ ବହୁତ ଧମକ ମିଳୁଛି ଏବଂ ବର୍ତ୍ତମାନ ତ ମେଲ୍ ମାଧ୍ୟମରେ ମଧ୍ୟ ଧମକ ଆସୁଛି |
ସଲମାନ ଖାନଙ୍କ ମ୍ୟାନେଜର ଜର୍ଡି ପଟେଲଙ୍କୁ ମାର୍ଚ୍ଚ ୧୯ ତାରିଖରେ ଏକ ଇମେଲ ଆସିଥିଲା। ସେହି ଇମେଲରେ ଲେଖାଥିଲା, 'ତୋର ବସ୍ ସଲମାନଙ୍କୁ ଗୋଲ୍ଡି ବରାଡ଼ କଥା ହେବାକୁ ଚାହୁଁଛନ୍ତି। ଲରେନ୍ସ ବିଷ୍ଣୋଇଙ୍କ ଇଣ୍ଟରଭ୍ୟୁ ତ ସଲମାନ ନିଶ୍ଚୟ ଦେଖିଥିବେ। ଯଦି ଦେଖିନାହାନ୍ତି, ତାଙ୍କୁ କହିଦେବୁ ଯେ ସେ ଇଣ୍ଟରଭ୍ୟୁ
ସଲମାନ ଖାନଙ୍କୁ ଧମକ ଦେବା ମାମଲାରେ ଗ୍ୟାଙ୍ଗଷ୍ଟାର୍ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବରାର ଏବଂ ରୋହିତ ଗର୍ଗଙ୍କ ବିରୁଦ୍ଧରେ ଆଇପିସିର ଧାରା 506 (2), 120 (ବି) ଏବଂ 34 ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ମାର୍ଚ୍ଚ 19 ତାରିଖରେ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଇମେଲ୍ ମାଧ୍ୟମରେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଧମକ ମିଳିବା ପରଠାରୁ ହିଁ ସଲମାନଙ୍କ ଘର ବାହାରେ ପୋଲିସର ଏକ ସମ୍ପୂର୍ଣ୍ଣ ଟିମ୍ ଦେଖାଯାଇଛି।