ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଵରାଙ୍କୁ ଏକ ଚିଠି ମାଧ୍ୟମରେ ବିବାହର ଶୁଭେଚ୍ଛା ଜଣାଇଛନ୍ତି। ଏହାର ଉତ୍ତରରେ ସ୍ଵରା ମଧ୍ୟ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସ୍ଵରା ଲେଖିଛନ୍ତି, 'ଆପଣଙ୍କର ଏହି ଶୁଭକାମନା ପାଇ ମୁଁ ବହୁତ ଖୁସି ଅନୁଭବ କରୁଛି, ଆପଣ ରିସେପସନ୍କୁ ଆସିଥିଲେ ସୁନା ଉପରେ ମହୁ
ଦିଲ୍ଲୀ ପରେ ଫହାଦଙ୍କ ଘର ବରେଲୀରେ ଦ୍ୱିତୀୟ ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା। ଏହି ରିସେପ୍ସନ୍ ବରେଲୀର ନୈନୀତାଲ ରୋଡ୍ ସ୍ଥିତ ନିର୍ବାଣା ରିସୋର୍ଟରେ ଆୟୋଜିତ ହୋଇଥିଲା। ଏହି ରିସେପ୍ସନ୍ରେ ପ୍ରାୟ ଏକ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଥିରେ ଫହାଦଙ୍କ ଗାଁ ବହେଡ଼ି, ଦିଲ୍ଲୀ, ମୁମ୍ବାଇ ସମେତ ଅ
ସ୍ଵରା ସୋସିଆଲ ମିଡିଆରେ ତାଙ୍କର ଦ୍ଵିତୀୟ ରିସେପ୍ସନର ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ବ୍ରାଉନ୍ ରଙ୍ଗର ଲହଙ୍ଗାରେ ଦେଖିବାକୁ ମିଳୁଛି। ସ୍ଵରା ଲେଖିଛନ୍ତି ଯେ ଏହି ଲହଙ୍ଗାଟି ତାଙ୍କ ପାଇଁ ସୀମା ପାରରୁ ଅଣାଯାଇଛି। ସ୍ଵରା ସେହି ଲହଙ୍ଗାର ବହୁତ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଯେ ସ୍ଵରା ଏ
ଫହାଦ୍ ଓ ସ୍ଵରାଙ୍କର ପ୍ରଥମ ଦେଖା 2019ରେ ଏକ ବିରୋଧ ପ୍ରଦର୍ଶନ ସମୟରେ ହୋଇଥିଲା। ବିରୋଧ ପ୍ରଦର୍ଶନ ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେଲା ଏବଂ କଥାବାର୍ତ୍ତା ଆରମ୍ଭ ହେଲା।