ମୁଁ ତାଙ୍କୁ ବହୁତ ଭଲ ପାଏ - କଙ୍ଗନା

କଙ୍ଗନା ଲେଖିଛନ୍ତି - ‘ମାମ ମୋତେ ଭେଟିବା ପାଇଁ ଅନେକ ଥର ମୁମ୍ବାଇ ଆସିଛନ୍ତି। ସେ ଯେତେବେଳେ ବି ମୋତେ ଭେଟନ୍ତି, ସବୁବେଳେ ମୋ କପାଳରେ ଚୁମ୍ବନ ଦିଅନ୍ତି ଏବଂ ବ୍ଲୁ ଡ୍ରେସ୍‌ର କାହାଣୀ ଶୁଣାନ୍ତି।’

ମୋ ମ୍ୟାମ୍‌ଙ୍କୁ ମୋ ଉପରେ ସବୁଠାରୁ ଅଧିକ ଗର୍ବ ଅନୁଭବ ହୁଏ

କଙ୍ଗନା ଆହୁରି ଲେଖିଛନ୍ତି- ‘ଯେତେବେଳେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲି, ପ୍ରିନ୍ସିପାଲ୍ ମ୍ୟାମ୍ ମୋତେ କଲେଜରେ ‘ପ୍ରାଇଡ୍ ଅଫ୍ ଡିଏଭି’ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। ମୁଁ ଜାଣେ ଯେ ସେହି ସମୟରେ ମୋ ସଫଳତା ଉପରେ ଅନେକ ଲୋକ ଖୁସି ହୋଇଥିବେ, କିନ୍ତୁ ମୋ ମ୍ୟାମ୍‌ଙ୍କୁ ମୋ ଉପରେ ସବୁ

କଙ୍ଗନାଙ୍କୁ ମନେପଡିଲା କଲେଜ ଦିନର କଥା

କଲେଜ ହଷ୍ଟେଲ ଦିନର ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି- ଚଣ୍ଡିଗଡ଼ ଡିଏଭି ହଷ୍ଟେଲରେ ଏହା ଥିଲା ମୋର ପ୍ରଥମ ଦିନ ଏବଂ ମୋର ପ୍ରିନ୍ସିପାଲ ଶ୍ରୀମତୀ ସାଚେଦୱା ମ୍ୟାମ ମୋ ପୋଷାକ ହେତୁ ମୋତେ ଲକ୍ଷ୍ୟ କରିଥିଲେ। ସେ ମୋତେ ଡାକି ପଚାରିଲେ ତୁମେ କେଉଁଠୁ ଆସିଛ?

କଙ୍ଗନା ରଣାୱତଙ୍କୁ ମନେ ପଡ଼ିଲେ କଲେଜ ଅଧ୍ୟକ୍ଷା

ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ ତାଙ୍କର ପିଲାଦିନ ଏବଂ କଲେଜ ଦିନର କିଛି ଫଟୋ ସେୟାର କରିଛନ୍ତି। ପୁରୁଣା ଫଟୋଗୁଡ଼ିକ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ ତାଙ୍କ କଲେଜର ଅଧ୍ୟକ୍ଷା ତାଙ୍କୁ ପ୍ରଥମ ଥର ଦେଖିବା ମାତ୍ରେ ହିଁ ଭବିଷ୍ୟବାଣୀ କରିଥିଲେ ଯେ କଙ୍ଗନା ଦିନେ ଜଣେ ବଡ଼ ତାରକା ହେବେ।

Next Story