ୱେଲକମ 3 କୁ ନେଇ ଆଇନଗତ ଜଟିଳତା ଦେଖାଦେଇଛି। ବ୍ୟାପାର ସୂତ୍ର ଅନୁସାରେ, ଏହାର ଅଧିକାରକୁ ନେଇ ଫିରୋଜ ନାଡିଆଡୱାଲା ଏବଂ ଇରୋସ କମ୍ପାନୀ ମଧ୍ୟରେ ମକଦ୍ଦମା ଚାଲିଛି।
ସୂତ୍ର ଅନୁସାରେ ‘ହେରା ଫେରି 4’ ଏବଂ ‘ଆୱାରା ପାଗଲ ଦିୱାନା 2’କୁ ନେଇ କୌଣସି ଅସୁବିଧା ନାହିଁ। ହେରା ଫେରି 4ର ରାଇଟିଂ ମଧ୍ୟ ପ୍ରାୟତଃ ସରିଯାଇଛି, ଯାହାକୁ ନୀରଜ ଭୋରା ଲେଖିଛନ୍ତି। ଏଭଳି ପରିସ୍ଥିତିରେ ଆଶା କରାଯାଏ ଯେ...
ଟ୍ରେଡ୍ ସୂତ୍ରରୁ ଜଣାପଡ଼ିଛି ଯେ, ‘ହେରା ଫେରି’ର ଆଗାମୀ କିସ୍ତି ପାଇଁ ଫିରୋଜ ନାଡିଆଡୱାଲାଙ୍କ ସହିତ ଆନନ୍ଦ ପଣ୍ଡିତ ଥିଲେ। ଏହା ଆନନ୍ଦ ପଣ୍ଡିତଙ୍କର ହିଁ ଆଇଡିଆ ଥିଲା।
ଆୱାରା ପାଗଲ ଦିୱାନା ୨ର ରାଇଟିଂ କାମ ଚାଲିଛି, ଆଇନଗତ ଜଟିଳତାରେ ଫସି ରହିଛି ୱେଲକମ୍ ୩