ଯଦିଓ ରାଣୀ ଏକ ଡ୍ରେସ୍ ପିନ୍ଧିଛନ୍ତି, କିନ୍ତୁ ଯେଉଁ ଢଙ୍ଗରେ ସେ ଏଥିରେ ଦୁପଟ୍ଟା ନେଇଛନ୍ତି, ତାହା ଡ୍ରେସ୍ଟିକୁ ନାଇଟି ଭଳି ଦେଖାଉଛି।
ନିକଟରେ ରାଣୀ ନିଜର ଜନ୍ମଦିନ ପାଳନ କରିବା ପାଇଁ ମୁମ୍ବାଇ ବାହାରକୁ ଯାଇଥିଲେ।
ରାଣୀ ମୁଖାର୍ଜୀ ଆଜିକାଲି ତାଙ୍କ ଫିଲ୍ମ 'ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ'ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି।
ରାଣୀଙ୍କ ଫ୍ୟାଶନ ଭୁଲ୍, ନାଇଟି ପିନ୍ଧି ଏୟାରପୋର୍ଟରେ ହେଲେ ସ୍ପଟ୍, ୟୁଜର୍ସ କଲେ ଥଟ୍ଟା