ଏହି ଫିଲ୍ମରେ ରୋନିତ ରାୟ ମଧ୍ୟ ପୋଲିସ୍ ଅଫିସର୍ ଭୂମିକାରେ ଅଭିନୟ କରିଛନ୍ତି। ସାମଗ୍ରିକ ଭାବେ ଫିଲ୍ମର ଟ୍ରେଲର୍ ଟି ଖୁବ୍ ଉତ୍ସାହ ଏବଂ ସସପେନ୍ସରେ ଭରପୂର ଅଟେ। ବର୍ଦ୍ଧନ କେତକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ୭ ଏପ୍ରିଲ୍ ୨୦୨୩ରେ ସିନେମାଘରେ ମୁକ୍ତିଲାଭ କରିବ।
ଆଦିତ୍ୟ କପୁରଙ୍କ ଆଗାମୀ ଚଳଚ୍ଚିତ୍ରରେ ଆଦିତ୍ୟ ନିଜର ହଟ୍ ଅବତାର ସହିତ ଲୋକଙ୍କ ହୃଦୟ ଜିଣିବେ...ଏହା ସହିତ ଡବଲ୍ ଭୂମିକା ଫିଲ୍ମରେ କିଛି ନୂଆ ମୋଡ଼ ଆଣିବ।
୨ ମିନିଟ୍ ୨୩ ସେକେଣ୍ଡର ଏହି ଟ୍ରେଲରଟି ମୃଣାଳ ଠାକୁରଙ୍କ ଡାଇଲଗ୍ 'ସ୍ପେକ୍ଟର ଏକ ସ୍ମାର୍ଟ କ୍ରିମିନାଲ୍'ରୁ ଆରମ୍ଭ ହୋଇଛି। ଅନ୍ୟପଟେ, ଆଦିତ୍ୟ ରୟ କପୁର ଏହି ଫିଲ୍ମରେ ଡବଲ୍ ରୋଲ୍ରେ ନଜର ଆସିବେ।
ଏକ ହତ୍ୟା, ଦୁଇ ଜଣ ସମରୂପୀ ସନ୍ଦିଗ୍ଧ, ଥ୍ରିଲ୍ ଏବଂ ସସପେନ୍ସରେ ପରିପୂର୍ଣ୍ଣ ଏହି ଫିଲ୍ମ।