ଶେହନାଜ୍ ନିଜ ଚାଟ୍ ଶୋ'ରେ ଭିକି କୌଶଲ, ସାରା ଅଲ୍ଲୀ ଖାନ୍, କପିଲ ଶର୍ମା, ଶାହିଦ କପୁରଙ୍କ ପରି ଅନେକ ସେଲିବ୍ରିଟିଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି।
ଶେହନାଜ ପଚାରୁଛନ୍ତି - ଏତେ ଦାମ କାହିଁକି? ଏହା ଉପରେ ମଜାଳିଆ ଅନ୍ଦାଜରେ ସୁନୀଲ ଉତ୍ତର ଦେଲେ - ଆରେ! ମୁଁ କ'ଣ ଜାଣେ, ମୁଁ ତ ବିକୁନାହିଁ।
ଭିଡିଓରେ ଶେହନାଜ୍ କହୁଛନ୍ତି - ମୋ କଥା ଶୁଣ, ଆଜିକାଲି ଯେତେବେଳେ ମୁଁ ସିନେମା ଦେଖିବାକୁ ଥିଏଟର ଯାଉଛି, ପପକର୍ଣ୍ଣ ନେବାକୁ ଯାଉଛି, ସେହି ପପକର୍ଣ୍ଣ ଏବେ 1400-1500 ଟଙ୍କା ହୋଇଗଲାଣି ।
ଶେହନାଜ କହିଲେ- ଆପଣ ଜାଣନ୍ତି କି ପପ୍କର୍ଣ୍ଣ ୧୪୦୦-୧୫୦୦ ଟଙ୍କାରେ ବିକ୍ରି ହେଉଛି, ଆପଣ କ’ଣ ଜାଣନ୍ତି ଏହା କାହିଁକି?