ସେଲିବ୍ରିଟିଙ୍କ ସହିତ ସୋସିଆଲ ମିଡିଆ ଉପଭୋକ୍ତାମାନେ ମଧ୍ୟ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି- ‘ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା, ଏମିତି ଅନେକ ବର୍ଷ ଆସିବା ବାକି ଅଛି।’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି- ‘ଦୁହିଁଙ୍କୁ ଦେଖି ଏମିତି ଲାଗୁଛି ଯେପରି ଯୋଡ଼ି ସ୍ୱର୍ଗରେ
ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ସେଲିବ୍ରିଟିମାନେ ଅଂଶୁଲାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ସାବତ ଭଉଣୀ ଜାହ୍ନବୀ କପୁର ଫଟୋରେ ହାର୍ଟ ଇମୋଜି ଦେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପଟେ ଅନିଲ କପୁରଙ୍କ ଝିଅ ରିୟା କମେଣ୍ଟ ସେକ୍ସନରେ କ୍ୟୁଟିଜ୍ ଲେଖିଛନ୍ତି।
ସୋସିଆଲ ମିଡିଆରେ ସେମାନେ ମାଲଦ୍ୱୀପର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅଂଶୁଲା ଏବଂ ରୋହନ ସମୁଦ୍ର ମଝିରେ ରୋମାଣ୍ଟିକ ପୋଜ୍ ଦେଉଥିବାର ନଜର ଆସୁଛନ୍ତି। ପୋଷ୍ଟ ସେୟାର କରି ଅଂଶୁଲା ଲେଖିଛନ୍ତି - ୩୬୬। ଯାହାର ଅର୍ଥ ହେଉଛି ଏହି ଦମ୍ପତ୍ତିଙ୍କ ସମ୍ପର୍କକୁ ଏକ ବର୍ଷ ପୂରଣ ହୋଇଗଲା।
ପ୍ରେମିକଙ୍କ ସହିତ ସମୁଦ୍ରରେ ରୋମାଣ୍ଟିକ ପୋଜ୍ ଦେଲେ, ଜାହ୍ନବୀ, ଖୁସି ଏବଂ ଖୁଡ଼ୀ ମହିପ କପୁର ଶୁଭେଚ୍ଛା ଜଣାଇଲେ।