ଅମିତାଭ ତାଙ୍କ ବ୍ଲଗ୍ରେ ଲେଖିଛନ୍ତି- ଏବଂ କାମ ଚାଲିଛି। ମୋ ଶୁଭେଚ୍ଛା ଦାତାମାନେ ମୋତେ ଅନେକ ଭଲପାଇବା ଓ ଆଶୀର୍ବାଦ ଦେଇଛନ୍ତି। ମୋତେ ଆଜିও ଭଲପାଇବା ମିଳୁଛି। ଏଥିପାଇଁ ମୁଁ କୃତଜ୍ଞ। ଆଜି ମୁଁ ଘରେ ତିଆରି ସ୍ଲିଙ୍ଗ ଓ ଧୂସର ରଙ୍ଗରେ ଅଛି।
ପ୍ରଶଂସକଙ୍କୁ ଭେଟିବା ପାଇଁ ଅମିତାଭ ଧଳା କୁର୍ତ୍ତା-ପାଜାମା ଓ ଜୁତା ପିନ୍ଧିଛନ୍ତି। ସେ ଧଳା ଓ କଳା ରଙ୍ଗର ଜାକେଟ୍ ମଧ୍ୟ ପିନ୍ଧିଛନ୍ତି।
ପ୍ରୋଜେକ୍ଟ 'କ' ସେଟ୍ରେ ଆହତ ହେବାର ପ୍ରାୟ ତିନି ସପ୍ତାହ ପରେ ରବିବାର ସନ୍ଧ୍ୟାରେ ଅମିତାଭ ବଚ୍ଚନ ଜଳସାରୁ ନିଜ ପ୍ରଶଂସକଙ୍କୁ ଅଭିନନ୍ଦନ କରିଛନ୍ତି।
ଘରେ ତିଆରି ସ୍ଲିଂ ପିନ୍ଧି ଜଳସାରେ ପ୍ରଶଂସକମାନଙ୍କୁ ଅଭିବାଦନ କଲେ ଅମିତାଭ। କହିଲେ, "କାମ ପୁଣି ଆରମ୍ଭ କରିବି।"