ସେ ଲେଖିଛନ୍ତି, "ନାୱାଜୁଦ୍ଦୀନ୍ ବିରୋଧରେ ବହୁତ ଆଗରୁ ସ୍ୱର ଉଠାଯିବା ଉଚିତ୍ ଥିଲା। ଏହାଦ୍ୱାରା ମୋର ୧୧ ବର୍ଷ ବଞ୍ଚି ଯାଇପାରିଥାନ୍ତା ଏବଂ ଶାରୀରିକ ଓ ମାନସିକ ନିର୍ଯାତନା ଭୋଗିବାକୁ ପଡ଼ିବା ନଥାନ୍ତା। ସେ କର୍ମଚାରୀଙ୍କୁ ପିଟୁଥିଲେ ଏବଂ ମୋତେ ପିଟାଇବାକୁ କହୁଥିଲେ। ମୋର ସୁଟିଂ ସମୟରେ ସୁପରଭାଇଜିଂ ପ
ଶମାସଙ୍କ ଏହି ଟ୍ୱିଟ୍ର ପ୍ରତିକ୍ରିୟା ଆସିଛି ତାଙ୍କ ପତ୍ନୀ ଶିବା ଶମାସ ସିଦ୍ଦିକୀଙ୍କଠାରୁ। ସେ ଲେଖିଛନ୍ତି, 'ମୋ ସ୍ୱାମୀ ଗତ ୧୧ ବର୍ଷ ଧରି ଅତ୍ୟାଚାର କରିଆସିଲେଣି ଏବଂ ଏବେ ତାଙ୍କ କାର୍ଯ୍ୟକ୍ଷେତ୍ର ନଷ୍ଟ କରିବା ଓ ଖରାପ ନାଁ ଦେବାରେ ଲାଗିପଡ଼ିଛନ୍ତି। ଧ୍ୟାନ ରଖନ୍ତୁ ମୋ ସ୍ୱାମୀ ଏବେ ଏକାକୀ ନୁହଁନ୍ତି
ନବାଜୁଦ୍ଦୀନ୍ ସିଦ୍ଦୀକୀ ତିନି ଦିନ ତଳେ ଆଲିଆ ଓ ଭାଇ ଶମାସ୍ ସିଦ୍ଦୀକୀଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଥିଲେ । ଏବେ ଶମାସ୍ ସୋସିଆଲ୍ ମିଡିଆ ମାଧ୍ୟମରେ ନବାଜ୍ ବିରୋଧରେ ବହୁତ ଗୁରୁତର ଅଭିଯୋଗ କରିଛନ୍ତି ।
ଭାଇ ଶମାସ ସିଦ୍ଦୀକୀ ନବାଜୁଦ୍ଦୀନ୍ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି; କହିଛନ୍ତି ୧୧ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ।