ଇଭେଣ୍ଟରେ ଆର୍ଯ୍ୟନ ସଲମାନଙ୍କ ସହିତ ପ୍ରେସ ଫଟୋଗ୍ରାଫରମାନଙ୍କ ପାଇଁ ବହୁତ ସମୟ ଦେଇ ପୋଜ ଦେଇଥିଲେ। ତା’ପରେ ସେ ସଲମାନଙ୍କୁ ହାତ ମିଳାଇ ଚାଲିଯାଇଥିଲେ।
ଭିଡ଼ିଓରେ, ସେ ନୀଳ ସୁଟ୍ ପିନ୍ଧିଥିବା ଦେଖାଯାଇଛନ୍ତି, ଆର୍ଯ୍ୟନ ମାତ୍ରେ ବାଇଗଣୀ ଜାକେଟ୍ ଓ କଳା ପାଣ୍ଟ ପିନ୍ଧିଥିବା ଦେଖାଯାଇଛନ୍ତି।
ଗତରାତି ନୀତା ଅମ୍ବାନୀ ସଂସ୍କୃତି କେନ୍ଦ୍ରର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସେଲିବ୍ରିଟି ଉପସ୍ଥିତ ଥିଲେ। ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ, ଏବଂ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।
ଦୁହେଁ ମିଳିତ ଭାବେ ପ୍ୟାପରାଜିଙ୍କୁ ପୋଜ୍ ଦେଇଛନ୍ତି, ଫ୍ୟାନ୍ସ କହିଛନ୍ତି- ଦିନଟା ସୁନ୍ଦର ହୋଇଗଲା।