ଗତ ଦିନଗୁଡ଼ିକରେ ରାଘବ ଓ ପରିଣୀତିଙ୍କୁ ମୁମ୍ବାଇରେ ଏକାଠି ଲଞ୍ଚ କରୁଥିବା ଦେଖାଯାଇଥିଲା। କିଛୁ ଦିନ ପୂର୍ବେ ବିମାନବନ୍ଦରରେ ମିଡିଆ ପରିଣୀତିଙ୍କୁ ପଚାରିଥିଲା ଯେ, ଆପଣଙ୍କ ସମ୍ପର୍କ ସମ୍ପର୍କିତ ଖବର ସତ କି ଭୁଲ୍? ତେବେ ପରିଣୀତି ଏହି ପ୍ରଶ୍ନର କୌଣସି ଉତ୍ତର ଦେଇନଥିଲେ, ବରଂ ହସିହସି ଗାଡ଼ିରେ ବସି ଯାଇଥ
ପାରିଣୀତି ଚୋପଡ଼ା ଓ ରାଘବ ଚଡ଼୍ଡ଼ାଙ୍କ ସମ୍ପର୍କ ଏବେ ଅଫିସିଆଲ ନୁହେଁ। କିନ୍ତୁ, କିଛିଦିନ ପୂର୍ବେ ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୀବ ଅରୋରା ଓ ଗାୟକ ହାର୍ଡି ସନ୍ଧୁ ଉଭୟଙ୍କୁ ସମ୍ପର୍କ ପାଇଁ ଅଭିନନ୍ଦନ ଜଣାଇଥିଲେ।
ଏହି ସମୟରେ ପରିଣୀତି କଳା ଟପ୍ ଏବଂ ନୀଳ ଜିନ୍ସରେ ଦେଖା ଦେଇଥିଲେ। ପରିଣୀତି ଟପ୍କୁ ଓଭରସାଇଜ୍ କଳା ଡେନିମ୍ ସାର୍ଟ ଦ୍ୱାରା ସ୍ଟାଇଲ୍ କରିଥିଲେ। ସେ ତାଙ୍କ ଚୁଡ଼ାକୁ ଖୋଲା ରଖିଥିଲେ ଏବଂ ଗ୍ଲାସ୍ ଛଡ଼ା କୌଣସି ଅଲଙ୍କାର ପିନ୍ଧିନଥିଲେ। ଅନ୍ୟପଟେ, ରାଘବ ଚଡ୍ଡ଼ା କ୍ରିମ୍ ରଙ୍ଗର ସାର୍ଟ ଏବଂ ଜିନ୍ସରେ ଦେଖା ଦେ
ପରିଣୀତି ଏକ କଳା ଓଭରସାଇଜ୍ ଡେନିମ୍ ସାର୍ଟ ପିନ୍ଧି ହସି ହସି ଫଟୋଗ୍ରାଫରଙ୍କୁ ପୋଜ୍ ଦେଇଥିଲେ।