ତାଲାକ ପରେ ମଧ୍ୟ ଦ୍ୱିତୀୟ ସନ୍ତାନର ଜନ୍ମ ହୋଇଥିଲା, କିନ୍ତୁ ନୱାଜ୍ କେବେ ଆଲିଆଙ୍କୁ ସମ୍ମାନ ଦେଇ ନଥିଲେ। ଅନ୍ୟପକ୍ଷରେ, ନୱାଜଙ୍କ ମାଆ ଆଲିଆ ଉପରେ ଅଭିଯୋଗ ଆଣିଥିଲେ ଯେ, ଦ୍ୱିତୀୟ ସନ୍ତାନ ନୱାଜଙ୍କର ନୁହେଁ, ଅନ୍ୟ କାହାର ହୋଇପାରେ।
ନବାଜୁଦ୍ଦୀନ ସିଦ୍ଦୀକୀ ଓ ଆଲିଆଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଆଲିଆ ନବାଜଙ୍କ ମା' ଉପରେ ମାଡ଼-କଟାର ଅଭିଯୋଗ ଆଣିଥିଲେ। ଆଲିଆ କହିଥିଲେ ଯେ ନବାଜଙ୍କ ପରିବାର ତାଙ୍କୁ ଶୋଷଣ କରୁଛନ୍ତି ଓ ତାଙ୍କୁ ନିଜର ଜମି ଭୂମିରୁ ବାହାର କରିଦେଉଛନ୍ତି।
ନାୱାଜୁଦ୍ଦୀନ ଆଲିଆକୁ ଏକ ସେଟେଲମେଣ୍ଟ ଲେଟର୍ ପ୍ରେରଣ କରିଥିଲେ, କିନ୍ତୁ ତାହା ସତ୍ତ୍ୱେ ମାମଲା ସମାଧାନ ହୋଇପାରିଲା ନାହିଁ। ଖବର ଅନୁଯାୟୀ, ନାୱାଜୁଦ୍ଦୀନ ଏକ ସର୍ତ୍ତ ରଖିଥିଲେ ଯେ, ଯଦି ତାଙ୍କୁ ନିଜ ସନ୍ତାନମାନଙ୍କୁ ଭେଟିବା ଅନୁମତି ମିଳେ, ତେବେ ସେ ଆଲିଆ ବିରୋଧରେ ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା
ଆଜି କୋର୍ଟ ଏକ ବନ୍ଦ କୋଠରୀରେ ଏହି ମାମଲାର ସମାଧାନ କରିବାକୁ ଚାହୁଁଛନ୍ତି; ପୂର୍ବ ସ୍ତ୍ରୀଙ୍କୁ ସନ୍ତାନ ସହିତ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।