ଅନୁପମ ଖେରଙ୍କ ପ୍ରଥମ ବିବାହ ମଧୁମାଳତୀ ନାମକ ଜଣେ କନ୍ୟାଙ୍କ ସହିତ ହୋଇଥିଲା। ବିବାହ ପରେ ଦୁହିଁଙ୍କ ମଧ୍ୟରେ ବହୁତ ବିବାଦ ହୋଇଥିଲା ଏବଂ ଏହି କାରଣରୁ ଦୁହେଁ ତାଲାକ ନେଇଥିଲେ। ତେବେ, କିରଣ ଖେର ମଧ୍ୟ ତାଙ୍କ ପ୍ରଥମ ବିବାହ ବ୍ୟବସାୟୀ ଗୌତମ ବେରୀଙ୍କ ସହିତ କରିଥିଲେ।
ଅନୁପମ ଖେରଙ୍କ ବିବାହ ୧୯୮୫ରେ କିରଣ ଖେରଙ୍କ ସହ ହୋଇଥିଲା, କିନ୍ତୁ ଆପଣ ଜାଣି ଥିଲେ କି, ଏବେ ପର୍ଯ୍ୟନ୍ତ ତାଙ୍କ ଘରେ କୌଣସି ସନ୍ତାନ ନାହିଁ?
ଆଜି ଆମେ ଏକ ଏପରି ମୁହଁ ବିଷୟରେ କହିବାକୁ ଯାଉଛୁ, ଯିଏ ତା'ର ଉତ୍କୃଷ୍ଟ ଅଭିନୟ ଦ୍ୱାରା ବଲିଉଡରେ ଅନେକ ପୁରସ୍କାର ହାସଲ କରିସାରିଛନ୍ତି। ଏହି କଳାକାର ହେଉଛନ୍ତି ଅନୁପମ ଖେର।
ଅନୁପମ ଖେର ପିତା ହୋଇ ନ ପାରିବାର ଦୁଃଖ ଯେତେବେଳେ ବାହାରି ଆସିଥିଲା, ସେତେବେଳେ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ସେ।