ଉତ୍ତରରେ କହିଥିଲେ, 'କନ୍ୟା ସେହି ବ୍ୟକ୍ତି, ଯାହାଙ୍କ ସହିତ ଆପଣ ବଡ଼ ହୁଅନ୍ତି, ତେଣୁ ତାଙ୍କର ସ୍ୱଭାବ ଆପଣ ଭଲ ଭାବେ ବୁଝିପାରନ୍ତି।'
ସେଠାରେ ସେ ନିଜ ପୁତ୍ର-ପୁତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ବିଷୟରେ ହୃଦୟ ଖୋଲି କଥା ହୋଇଥିଲେ।
ସେ ଅନେକ ଦଶନ୍ଧି ଧରି ସିଲ୍ଭର ସ୍କ୍ରିନରେ ରାଜত্ব କରିଥିଲେ। ଯଦିଓ ସେ ବହୁ ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ରହିଥିଲେ, କିନ୍ତୁ ବହୁ ଦିନ ପରେ ତାଙ୍କ ଫିଲ୍ମ ‘ଗୁଲମୋହର’ ମାଧ୍ୟମରେ ବଲିଉଡରେ ଫେରି ଆସିଛନ୍ତି।
କନ୍ୟା ଓ ବୋହୂ ମଧ୍ୟରେ କ’ଣ ପାର୍ଥକ୍ୟ ଅଛି? ସୈଫ ଅଲୀ ଖାନଙ୍କ ମାତାଙ୍କ ଉତ୍ତର ଶୁଣି ବେବୋ ଆଶ୍ଚର୍ଯ୍ୟ ହୋଇଗଲେ।