ଶାହରୁଖଙ୍କ ଏକ କ୍ଲିପ୍ ଦେଖିବା ପରେ ଲୋକେ କ୍ରୋଧିତ ହୋଇଯାଇଛନ୍ତି। ପ୍ରକୃତରେ, ଅମ୍ବାନୀଙ୍କ ଇଭେଣ୍ଟରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶାହରୁଖ ଖାନ୍ ନିଜ ପତ୍ନୀଙ୍କ ସହିତ ଝଗଡ଼ା କରୁଥିବା ଦେଖାଯାଇଛି।
ଲୋକମାନେ ଭାବୁଛନ୍ତି ଯେ ପ୍ରିୟଙ୍କାଙ୍କ କାରଣରୁ ଶାହରୁଖ ଖାନ୍ ତାଙ୍କ ସ୍ତ୍ରୀଙ୍କୁ କଡ଼ା କଥା କହିଥିଲେ।
ଏନଏମଏସିସିର ତିନି ଦିନିଆ ଉଦ୍ଘାଟନ କାର୍ଯ୍ୟକ୍ରମର ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେଉଛି। ଲୋକମାନେ ଏହା ଉପରେ ବହୁତ ପ୍ରତିକ୍ରିୟା ଦେଉଛନ୍ତି।
ଶାହରୁଖ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସାମାଜିକ ଗଣମାଧ୍ୟମରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ଲିପ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।