ସୁନ୍ଦରୀ, ଗ୍ଲାମରସ ଏବଂ ପ୍ରତିଭାବାନ ପରବୀନ ବାବୀ

ଜିନତ୍ ନିଜ ପୋଷ୍ଟରେ ଲେଖିଛନ୍ତି, ‘ଆଜି ମୁଁ ପରବୀନଙ୍କୁ ତାଙ୍କ ଜନ୍ମଦିନରେ ସ୍ମରଣ କରିବା ଏବଂ ସମ୍ମାନ ଜଣାଇବାକୁ ଚାହୁଁଛି। ପରବୀନ ସୁନ୍ଦରୀ, ଗ୍ଲାମରସ ଏବଂ ପ୍ରତିଭାବାନ ଥିଲେ।’

70 ଏବଂ 80 ଦଶକର ରାଣୀ ଥିଲେ ଏହି ଦୁଇ ଜଣ

70 ଏବଂ 80 ଦଶକରେ ଜିନତ୍ ଅମାନ ଏବଂ ପର୍ବୀନ ବାବି ବଲିଉଡର ସେହି ଦୁଇ ସୁନ୍ଦରୀ ଥିଲେ, ଯାହାଙ୍କୁ ‘ପ୍ରତିଦ୍ୱନ୍ଦ୍ୱୀ’ ବୋଲି କୁହାଯାଉଥିଲା।

ଜୀନତ୍ ଆମାନ ଏବଂ ପର୍ବୀନ ବୋବିଙ୍କ ମଧ୍ୟରେ ଫାଟ ଥିଲା

ପର୍ବୀନ ବୋବି ଏ ଦୁନିଆକୁ ଅଲବିଦା କହିଗଲେ ଏବଂ ଜୀନତ୍ ଆମାନ ଏ ବିଷୟରେ କେବେ କିଛି କହିନାହାନ୍ତି।

ଜୀନତ୍ ଅମାନ୍-ପରବୀନ ବାବିଙ୍କ ମଧ୍ୟରେ ଥିଲା ଅନ୍ବନ

ବର୍ଷେ ପରେ ଅଭିନେତ୍ରୀ ନିଜର ମନର କଥା କହିଛନ୍ତି, ତାଙ୍କର ମୃତ୍ୟୁ ପରେ ସେ କହିଛନ୍ତି କାହିଁକି ବର୍ଷେ ଧରି ସେ ନାରାଜ ଥିଲେ।

Next Story