ପ୍ରଶଂସକମାନେ କହିଲେ- ଆପଣ ବିଶ୍ୱରେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ!

ଉର୍ବଶୀଙ୍କ ଏହି ଆକର୍ଷଣୀୟ ଦେଖାକୁ ପ୍ରଶଂସକମାନେ ପ୍ରଶଂସା କରୁଛନ୍ତି। ଜଣେ ଉପଯୋକ୍ତା ଉର୍ବଶୀଙ୍କ ପୋଷ୍ଟରେ - ବଲିଉଡ ଇଣ୍ଡଷ୍ଟ୍ରିର ରାଣୀ ଲେଖିଛନ୍ତି। ଆଉ ଜଣେ ଉପଯୋକ୍ତା ଲେଖିଛନ୍ତି ଆପଣ ବିଶ୍ୱରେ ସବୁଠାରୁ ସୁନ୍ଦରୀ।

ଉର୍ବଶୀଙ୍କ ଗ୍ଲାମାରସ୍ ଫୋଟୋସୁଟ୍!

ଏହି ଲୁକ୍କୁ ସମ୍ପୂର୍ଣ୍ଣ କରିବା ପାଇଁ ଉର୍ବଶୀ ହାଲୁକା ଡାଇମଣ୍ଡ ଇୟରିଂସ୍ ପିନ୍ଧିଛନ୍ତି ଏବଂ କେଶକୁ ୱେଭି କର୍ଲ୍ସ ଦେଇଛନ୍ତି। ସେହିପରି, ଉର୍ବଶୀ ପିଙ୍କ୍ ଏବଂ ସଫ୍ଟ ମେକ୍‌ଅପ୍ ଲୁକ୍ କ୍ରିଏଟ୍ କରିଛନ୍ତି। ଏହି ଭିଡିଓକୁ ଉର୍ବଶୀ "ମୋର ଅନେକ ସ୍ମାଇଲ୍ସ ଆପଣଙ୍କଠାରୁ ଆରମ୍ଭ ହୁଏ" ଲେଖି ପୋଷ୍ଟ କରିଛନ୍ତି।

ଶେଷରେ ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରାଉତେଲା ସୋସିଆଲ ମିଡିଆରେ ନିଜର ସୁନ୍ଦର ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓରେ ଉର୍ବଶୀ ପେଷ୍ଟାଲ କ୍ରିମ୍ ରଙ୍ଗର ଗାଉନ୍ ପିନ୍ଧିଥିବା ଦେଖାଯାଉଛନ୍ତି । ଉର୍ବଶୀ ନିଜର ଫଟୋଶୁଟ୍ ର ବିହାଇଣ୍ଡ ଦି ସିନ୍ସ ଲୁକ୍ ରୁ ଏହି ଭିଡିଓ ସେୟାର କରିଛନ୍ତି ।

ଉର୍ବଶୀ ରାଉତେଲାଙ୍କ ଗ୍ଲାମରସ ଫୋଟୋଶୁଟ୍

ପେଷ୍ଟାଲ୍ ଗାଉନ୍ ପିନ୍ଧି ଉର୍ବଶୀ ଏକ ଭିଡିଓ ସେୟାର୍ କରିଛନ୍ତି। ତାଙ୍କର ଏହି ରୂପ ଦେଖି ଫ୍ୟାନ୍ସ କହିଛନ୍ତି, "ଆପଣ ସାରା ଦୁନିଆରେ ସବୁଠାରୁ ସୁନ୍ଦରୀ।"

Next Story