କେବେ କେବେ ଆମେ କିଛି ଜିନିଷକୁ ବହୁତ ଦୂରରେ ଖୋଜୁ, କିନ୍ତୁ ସେହି ଜିନିଷ ଆମ ନିକଟରେ ହୋଇଥାଏ। ଆମେ ପ୍ରେମର ଖୋଜରେ ଥିଲୁ, କିନ୍ତୁ ପ୍ରଥମେ ଆମକୁ ମିତ୍ରତା ମିଳିଲା ଏବଂ ପରେ ଆମେ ପରସ୍ପରକୁ ପାଇଲୁ। ମୋ ହୃଦୟରେ ଆପଣଙ୍କର ସ୍ବାଗତ।
ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ଶେଷରେ ସମାଜବାଦୀ ପାର୍ଟିର ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। କୋର୍ଟ ମ୍ୟାରେଜ୍ ପରେ ସ୍ୱରା ଏବଂ ଫହାଦ ହିନ୍ଦୁ ଏବଂ ମୁସ୍ଲିମ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ପରିଣୀତି ଚୋପ୍ରାଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି। ସେହି ସାକ୍ଷାତକାରରେ ସେ କହିଥିଲେ ଯେ ସେ କେବେ ବି କୌଣସି ରାଜନେତାଙ୍କୁ ବିବାହ କରିବେ ନାହିଁ।
ଆଜିକାଲି ପାରିଣୀତି ଚୋପ୍ରା ନିରନ୍ତର ରାଜନୀତିଜ୍ଞ ରାଘବ ଚଡ୍ଡାଙ୍କ ସହିତ ଦେଖାଯାଉଛନ୍ତି। ଲୋକଙ୍କ ମତ ଅନୁସାରେ ଶୀଘ୍ର ଉଭୟ ବିବାହ କରିବେ।