ଅକ୍ଟୋବର ୫ ତାରିଖରୁ ଆରମ୍ଭ, ନଭେମ୍ବର ୧୯ ରେ ଅହମ୍ମଦାବାଦରେ ଖେଳାଯିବ ଫାଇନାଲ୍

ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ଭାବେ ଭାରତର ଆୟୋଜନରେ ହେଉଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପର ତାରିଖ ସାମ୍ନାକୁ ଆସିଛି। ଏହାର ମ୍ୟାଚ୍ ଗୁଡ଼ିକ ଭାରତର ୧୨ଟି ସହରରେ ଆୟୋଜିତ ହେବ।

Next Story