ଏକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମ୍ପୂର୍ଣ୍ଣ ରୂପେ ବ୍ଲାକ୍-ଆଉଟ୍ କରାଗଲା। ବ୍ଲାକ୍-ଆଉଟ୍ ଅର୍ଥାତ୍ ସରବଜୋତ୍ ବିପକ୍ଷ ଦଳ ବିରୁଦ୍ଧରେ 16-0ରେ କ୍ଲିନ୍ ସୁଇପ୍ କରିଥିଲେ, ସେ ବିପକ୍ଷ ଦଳକୁ ଗୋଟିଏ ବି ପଏଣ୍ଟ୍ ନେବାକୁ ଦେଇନଥିଲେ।
ଭୋପାଳରେ ଥିବା ଏହି ଶୁଟିଂ ଏକାଡେମୀର ପରିବେଶ ଅତ୍ୟନ୍ତ ମନୋରମ ଅଟେ। ଏଠାରେ 10, 25, 50 ମିଟର ରେଞ୍ଜ୍ ସହିତ ସର୍ଟ ଗନ୍ ପାଇଁ ମଧ୍ୟ ଯୋଗ୍ୟତା ରେଞ୍ଜ୍ ରହିଛି। ଏକକାଳୀନ ଭାବେ 10 ମିଟରରେ 70 ଜଣ, 25 ମିଟରରେ 50 ଜଣ ଏବଂ 50 ମିଟରରେ 20 ଜଣ ଖେଳାଳି ନିଜର ଟାର୍ଗେଟ୍ ଉପରେ ନିଶାନା ଲଗାଇପାରିବେ।
ଭୋପାଳରେ ଚାଲିଥିବା ଶୁଟିଂ ୱାର୍ଲ୍ଡ କପ୍ରେ ଅଂଶଗ୍ରହଣ କରିବା ପାଇଁ ୩୩ଟି ଦେଶରୁ ୩୨୫ ଜଣ ଶୁଟର ଆସି ପହଞ୍ଚିଛନ୍ତି।
ହରିୟାଣାର ସରବଜୋତ ସିଂହ ISSF ଶୁଟିଂ ୱାର୍ଲ୍ଡ କପ୍ 2023 ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।