ଆରଏସସି (ରେଫରିଙ୍କ ଦ୍ୱାରା ମୁକାବିଲା ବନ୍ଦ କରାଯିବା) ଆଧାରରେ ଜାପାନର ମାଡୋକା ୱାଡାଙ୍କୁ ପରାସ୍ତ କରିଥିଲେ। ସେହିପରି ସ୍ୱିଟି ବୁରା ବୁଲଗେରିଆର ଭିକ୍ଟୋରିଆ କେବିକାଭାଙ୍କୁ ହରାଇଥିଲେ।
ଖାତ ସେମିଫାଇନାଲରେ ପହଞ୍ଚିବା ସହିତ ଭାରତର ତିନୋଟି ପଦକ ନିଶ୍ଚିତ ହୋଇଯାଇଛି।
ନିଖତ ୫୦ କିଲୋଗ୍ରାମ ବର୍ଗରେ ଥାଇଲାଣ୍ଡର ରକ୍ଷତ ଛୁଥମେତଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଏହା ସହିତ ନିଖତଙ୍କର ବିଶ୍ୱ ବକ୍ସିଂ ଚାମ୍ପିଅନସିପ୍ରେ ଦ୍ୱିତୀୟ ପଦକ ନିଶ୍ଚିତ ହୋଇଯାଇଛି।
ନୀତୁ-ସ୍ୱିଟି ମଧ୍ୟ ଅନ୍ତିମ-୪ରେ, ଭାରତର ତିନୋଟି ପଦକ ସୁନିଶ୍ଚିତ