ବିରାଟ ଏକ ପୋଡକାଷ୍ଟରେ କହିଥିଲେ ଯେ 2013 ମସିହାରେ ମୋତେ ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ ମିଳିଥିଲା। ଏହା ପରେ ମୋତେ ବିଜ୍ଞାପନ କରିବା ପାଇଁ ଅନେକ ପ୍ରସ୍ତାବ ଆସିବାକୁ ଲାଗିଲା। ମୋର ମ୍ୟାନେଜର ମୋତେ କହିଥିଲେ ଯେ ମୋର ଶୁଟିଂ ଅନୁଷ୍କାଙ୍କ ସହିତ ହେବ।
ଡିଭିଲିୟର୍ସ କିଙ୍ଗ କୋହଲିଙ୍କର ସାକ୍ଷାତକାର ନେଇଥିଲେ, ଅନୁଷ୍କାଙ୍କ ସହ ପ୍ରଥମ ସାକ୍ଷାତକୁ ମଧ୍ୟ ମନେ ପକାଇଥିଲେ।