କ୍ୟାପ୍ଟେନ୍ ୱାର୍ଣ୍ଣର୍ ହିଁ ଦଳ ପାଇଁ ଓପନିଙ୍ଗ୍ କରିବେ

ଦିଲ୍ଲୀ କ୍ୟାପିଟାଲ୍ସ ଡେଭିଡ୍ ୱାର୍ଣ୍ଣର୍ଙ୍କୁ ୬.୨୫ କୋଟି ଟଙ୍କାରେ କିଣିଥିଲା ଏବଂ ସେ ଆଇପିଏଲ୍ ୨୦୨୩ରେ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ଅଲରାଉଣ୍ଡର୍ ଅକ୍ଷର ପଟେଲ୍ ଦଳର ଉପ-ଅଧିନାୟକ ହେବେ।

ପନ୍ତଙ୍କ ସ୍ଥାନ ପୂରଣ କରିବା ଅସମ୍ଭବ

ରିକି ପଣ୍ଟିଂ କହିଛନ୍ତି ଯେ ଆହତ ଋଷଭ ପନ୍ତଙ୍କ ସ୍ଥାନ ପୂରଣ କରିବା ସମ୍ଭବ ନୁହେଁ ଏବଂ ତାଙ୍କ ଭଳି ପ୍ରଭାବ ପକାଇବା ପାଇଁ କୌଣସି ଖେଳାଳି ନାହାନ୍ତି।

ଇମ୍ପାକ୍ଟ ପ୍ଲେୟାର ନିୟମ

ଇମ୍ପାକ୍ଟ ପ୍ଲେୟାର ନିୟମ ଅନୁସାରେ, IPLର କୌଣସି ମ୍ୟାଚ୍‌ରେ ଖେଳୁଥିବା ଉଭୟ ଦଳ ମ୍ୟାଚ୍‌ ଚାଲିଥିବା ସମୟରେ ଜଣେ ଖେଳାଳିଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଖେଳାଳିଙ୍କୁ ଗ୍ରାଉଣ୍ଡକୁ ଆଣିପାରିବେ।

ଇମ୍ପାକ୍ଟ ପ୍ଲେୟାର ଉପରେ ପଣ୍ଟିଙ୍ଗଙ୍କ ମତ

ଏହି ନିୟମ ଦ୍ଵାରା ଅଲରାଉଣ୍ଡରମାନଙ୍କର ଭୂମିକା ହ୍ରାସ ପାଇବ।

Next Story