ସୋସିଆଲ ମିଡିଆରେ ହରଭଜନ ସିଂ ଭଜ୍ଜୀଙ୍କ ନାମରେ ନକଲି ଆକାଉଣ୍ଟ ଖୋଲି ଲୋକମାନଙ୍କଠାରୁ ଟଙ୍କା ମଗାଯାଉଛି। ଇନଷ୍ଟାଗ୍ରାମରେ ଭଜ୍ଜୀଙ୍କ ନାମରେ ଆକାଉଣ୍ଟ ଖୋଲି ଅଡିଓ ମେସେଜ୍ ମଧ୍ୟ ଛଡ଼ାଯାଉଛି।
ଏହି ନକଲି ସୋସିଆଲ ମିଡିଆ ଆକାଉଣ୍ଟ ବିଷୟରେ ଭଜ୍ଜି ସାଇବର କ୍ରାଇମ ସେଲରେ ମଧ୍ୟ ଅଭିଯୋଗ କରିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟର ହରଭଜନ ସିଂହ ଭଜ୍ଜୀ ନକଲି ଆକାଉଣ୍ଟ ବିଷୟରେ ଜାଣିବା ପରେ ତୁରନ୍ତ ଏହାକୁ ଗୁରୁତ୍ଵର ସହିତ ଗ୍ରହଣ କରିଛନ୍ତି। ହରଭଜନ ସିଂହ ତୁରନ୍ତ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଛାଡିଛନ୍ତି, "ନକଲି ଆକାଉଣ୍ଟରୁ ସାବଧାନ ରୁହନ୍ତୁ। ଯଦି କେହି ଆପଣଙ୍କୁ 'ହରଭଜନ 3' ନାମରେ ମେସେଜ୍ କରନ
ଇନଷ୍ଟାଗ୍ରାମରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି; ସାବଧାନ ରହିବାକୁ କହିଲେ ଭଜ୍ଜୀ।