ୱାନଡେରେ ମଧ୍ୟ ସବୁଠାରୁ ବଡ଼ ସ୍କୋର ଚେଜ୍ କରାଯାଇଥିଲା

ଦକ୍ଷିଣ ଆଫ୍ରିକା ୧୨ ମାର୍ଚ୍ଚ ୨୦୦୬ରେ ୱାନଡେରେ ମଧ୍ୟ ସବୁଠାରୁ ବଡ଼ ସ୍କୋର ଚେଜ୍ କରିଥିଲା। ସେତେବେଳେ ଦଳ ଅଷ୍ଟ୍ରେଲିଆକୁ ଏକ ୱିକେଟରେ ପରାସ୍ତ କରିଥିଲା।

ବୁଲଗେରିଆର ରେକର୍ଡ ଭଙ୍ଗ

ଦକ୍ଷିଣ ଆଫ୍ରିକା ବୁଲଗେରିଆର ରେକର୍ଡ ଭାଙ୍ଗିଛି, ଯାହାକି ବୁଲଗେରିଆ 26 ଜୁନ 2022ରେ ସୋଫିଆରେ କରିଥିଲା। ସେହି ଟିମ୍ 246/4 ର ସ୍କୋରକୁ ଚେଜ୍ କରିଥିଲା।

ଦକ୍ଷିଣ ଆଫ୍ରିକା ଦ୍ଵାରା ବିଶ୍ଵ ରେକର୍ଡ ସୃଷ୍ଟି

ଆଫ୍ରିକୀୟ ଦଳ ଟି-20 ଅନ୍ତର୍ଜାତୀୟ ଇତିହାସରେ ସର୍ବବୃହତ ସ୍କୋରକୁ ଚେଜ୍ କରି ବିଜୟୀ ହୋଇଛି। ରବିବାର ସନ୍ଧ୍ୟାରେ ସେଞ୍ଚୁରିଅନ ଗ୍ରାଉଣ୍ଡରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ଦ୍ଵିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜକୁ 6 ୱିକେଟରେ ପରାସ୍ତ କରିଛି।

ଦକ୍ଷିଣ ଆଫ୍ରିକା ଦ୍ଵାରା ଟି20 ଅନ୍ତରାଷ୍ଟ୍ରୀୟରେ ସର୍ବବୃହତ ସ୍କୋର ଚେଜ୍

ଡିକକ୍‌ଙ୍କର 44 ବଲ୍‌ରେ ଶତକ; ଜୋନ୍ସନ୍ ଚାର୍ଲ୍ସ କ୍ରିସ୍ ଗେଲ୍‌ଙ୍କ ରେକର୍ଡ ଭାଙ୍ଗିଲେ

Next Story