ଚତୁର୍ଥ ସିରିଜରେ ପରଫେକ୍ଟ ଫାଇଭ୍ ସହିତ ମନୁଙ୍କ ପ୍ରତ୍ୟାବର୍ତ୍ତନ

୨୫ ମିଟର ପିସ୍ତଲ ମହିଳା ବର୍ଗର ରାଙ୍କିଙ୍ଗ ରାଉଣ୍ଡରୁ ଦୁଇ ଭାରତୀୟ ସୁଟର ମନୁ ଭାକର ଏବଂ ଇଶା ସିଂହ ୮ ଜଣ ଖେଳାଳିଙ୍କ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମନୁ (୨୯୦ ପଏଣ୍ଟ) ତୃତୀୟ ସ୍ଥାନରେ ଏବଂ ଇଶା (୨୯୨ ପଏଣ୍ଟ) ଅଷ୍ଟମ ସ୍ଥାନରେ ରହି ଫାଇନାଲରେ ସ୍ଥାନ ପାଇଛନ୍ତି।

25 ମିଟର ପିସ୍ତଲ ମହିଳା ଇଭେଣ୍ଟ ଫାଇନାଲରେ ମନୁଙ୍କ ଶେଷ ସିରିଜରେ ଚମତ୍କାର ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ହାସଲ

ଏହି ଇଭେଣ୍ଟରେ ଚୀନର ଡୁ ଜିଆନ ରୌପ୍ୟ ଏବଂ ଜର୍ମାନୀର ଭି. ଡୋରେନ ସ୍ଵର୍ଣ୍ଣ ପଦକ ଜିତିଥିଲେ। ମନୁଙ୍କ ପଦକ ସହିତ ବିଶ୍ୱକପରେ ଭାରତର ମୋଟ ପଦକ ସଂଖ୍ୟା 6 ରେ ପହଞ୍ଚିଛି। ଦଳ ପଦକ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଗୋଟିଏ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଚାରୋଟି ବ୍ରୋଞ୍ଜ ପ

ଭୋପାଳରେ ଚାଲିଥିବା ISSF ବିଶ୍ୱ କପ୍‌ର ଚତୁର୍ଥ ଦିନ ଶନିବାର ଭାରତ ଖାତାକୁ ଏକ ବ୍ରୋଞ୍ଜ ଆସିଛି।

ଏହି ପଦକ ଭାରତର ଷ୍ଟାର୍ ସୁଟର୍ ମନୁ ଭାକର୍ ଆଣିଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶର ଐଶ୍ୱର୍ଯ୍ୟ ପ୍ରତାପ ତୋମାର ଅଳ୍ପ ଦୂରତାରେ ପଦକ ହାତଛଡ଼ା କରିଥିଲେ।

ISSF ୱାର୍ଲ୍ଡ କପ୍‌ର ଚତୁର୍ଥ ଦିନ:

ଭାରତ ପାଇଁ ମନୁ ଭାକର ଆଣିଲେ ବ୍ରୋଞ୍ଜ ପଦକ, ଐଶ୍ୱର୍ଯ୍ୟ ପଦକ ଜିତିବାରୁ ବଞ୍ଚିତ ହେଲେ।

Next Story