ସ୍ୱୀଟି ମେଡାଲ୍ ଜିତିବା ଖୁସିରେ ତାଙ୍କ ମା' ସୁରେଶ କୁମାରୀ କହିଛନ୍ତି ଯେ ଯେତେବେଳେ ତାଙ୍କର ଫାଇନାଲ୍ ମୁକାବିଲା ଚାଲିଥିଲା, ସେ ସମୟସାରା ପୂଜାରେ ଲାଗି ରହିଥିଲେ। ମ୍ୟାଚ୍ ଜିତିବା ପରେ ହିଁ ସେ ପୂଜା ସମାପ୍ତ କରିଥିଲେ।
ସ୍ଵର୍ଣ୍ଣ ଜିତି ଫୋନ୍ କରି କହିଲେ- ବାପା ମୁଁ ପ୍ରତିଶ୍ରୁତି ପୂରଣ କଲି, ଫାଇନାଲ୍ ସମୟରେ ମାଆ କରୁଥିଲେ ପୂଜା।