ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୬ଟି ଦଳ ମଧ୍ୟରୁ କାହା ବିପକ୍ଷରେ ସିରିଜ୍ ଜିତିଛି। ଶ୍ରେଷ୍ଠ ୬ଟି ଦଳରେ ଭାରତ, ପାକିସ୍ତାନ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଅନ୍ତର୍ଭୁକ୍ତ। ଏହା ପୂର୍ବରୁ ଆଫଗାନିସ୍ତାନ ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଏବଂ ଜିମ୍ବାୱେ ବିପକ୍ଷରେ ସିରିଜ୍ ଜ
ଆଫଗାନିସ୍ତାନ ଦଳ କ୍ରମାଗତ ଭାବେ ୱିକେଟ୍ ହରାଇ ଚାଲିଲା। ଓପନର୍ ରହମାନୁଲ୍ଲା ଗୁରବାଜ୍ 18 ରନ୍ ଏବଂ ସେଦିକଉଲ୍ଲା ଅଟଲ 11 ରନ୍ କରି ଆଉଟ୍ ହୋଇଥିଲେ। ସେହିପରି, ଇବ୍ରାହିମ୍ ଜାଦ୍ରାନ 3, ଉସମାନ ଘନି 15 ଏବଂ ମହମ୍ମଦ ନବି 17 ରନ୍ କରି ପାଭିଲିୟନକୁ ଫେରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦଳର ସମସ୍ତ ବ୍ୟାଟ୍ସମ୍ୟାନମାନେ କିଛି କିଛି ରନ୍ କରିଥିଲେ। ଓପନିଂ କରିବାକୁ ଆସିଥିବା ମହମ୍ମଦ ହାରିସ ୧ ରନ୍ କରି ଆଉଟ୍ ହୋଇଗଲେ। ଏହା ପରେ ତୟ୍ୟବ ତାହିର ୧୦ ରନ୍ ସଂଗ୍ରହ କରିଥିଲେ।
ଆଫଗାନିସ୍ତାନକୁ 66 ରନ୍ରେ ପରାସ୍ତ କଲା, ଆଫଗାନିସ୍ତାନ 2-1ରେ ସିରିଜ୍ ଜିତିଲା।