ଆନ୍ତର୍ଜାତୀୟ କ୍ରିକେଟରେ ଉଭୟଙ୍କ ଅଭିଜ୍ଞତା ସମାନ

ଆନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ଗଲେ ହରମନପ୍ରୀତ କୌର ଏବଂ ମେଗ୍ ଲେନିଙ୍ଗ୍ ପ୍ରାୟ ସମାନ ସ୍ତରରେ ଅଛନ୍ତି। 34 ବର୍ଷୀୟା ହରମନ 2009ରେ ଜାତୀୟ ଦଳ ପାଇଁ ଡେବ୍ୟୁ କରି 151ଟି ମ୍ୟାଚ୍ ଖେଳି 3,058 ରନ୍ ସଂଗ୍ରହ କରିଛନ୍ତି। ଅନ୍ୟପଟେ 31 ବର୍ଷୀୟା ଲେନିଙ୍ଗ୍ 2010ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କ

ଲେନିଂଙ୍କ ଦ୍ଵାରା 100ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଅଧିନାୟକତ୍ଵ

ମେଗ୍ ଲେନିଂ ଅଷ୍ଟ୍ରେଲିଆ ପାଇଁ 132ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ହରମନପ୍ରୀତ କୌର ଭାରତୀୟ ମହିଳା ଦଳ ପାଇଁ 151ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। କୌର 96ଟି ଟି-20 ମ୍ୟାଚ୍‌ରେ ଅଧିନାୟକତ୍ଵ କରିଛନ୍ତି। ସେଥିମଧ୍ୟରୁ ଦଳ 54ଟିରେ ବିଜୟୀ ହୋଇଥିବା ବେଳେ 37ଟିରେ ପରାଜୟ ବରଣ

କେମିତି ଆରମ୍ଭ ହେଲା ପ୍ରତିଦ୍ୱନ୍ଦ୍ୱିତା

ଉଭୟଙ୍କ ମଧ୍ୟରେ କ୍ୟାପଟେନ୍‌ସି (ଅଧିନାୟକତ୍ୱ)କୁ ନେଇ ପ୍ରତିଦ୍ୱନ୍ଦ୍ୱିତା 2020 ମସିହାରେ ଆରମ୍ଭ ହୋଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ଟ୍ରାଇ ସିରିଜ୍‌ର ଫାଇନାଲ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ 11 ରନ୍‌ରେ ପରାସ୍ତ ହୋଇଥିଲା। ଏହାପରେ ମାର୍ଚ୍ଚ ମ

ଲେନିଙ୍ଗ୍ ବିରୁଦ୍ଧରେ ଶେଷରେ ଜିତିଲେ ହରମନ

ଗତ ୩ ବର୍ଷରେ ୪ ଥର କପ୍ ଜିତିବାର ସ୍ୱପ୍ନ ଭାଙ୍ଗିଥିଲା; କିନ୍ତୁ ବର୍ତ୍ତମାନ WPL ଫାଇନାଲରେ ପରାସ୍ତ କଲେ ।

Next Story