ଭାରତୀୟ ଲେଗ୍ ସ୍ପିନର ଅମିତ ମିଶ୍ର IPLର ଜଣେ ଲିଜେଣ୍ଡ। ନିଜର ସମଗ୍ର କ୍ୟାରିୟରରେ ସେ ଦିଲ୍ଲୀ ଏବଂ ହାଇଦ୍ରାବାଦ ଫ୍ରାଞ୍ଚାଇଜି ପାଇଁ ଖେଳିଛନ୍ତି, କିନ୍ତୁ ଏଥର ସେ ଲକ୍ଷ୍ନୌ ଦଳର ଅଂଶ ଅଟନ୍ତି।
ୱେଷ୍ଟଇଣ୍ଡିଜ୍ର ବୋଲିଂ ଅଲ୍ରାଉଣ୍ଡର୍ ଡ୍ଵେନ୍ ବ୍ରାଭୋଙ୍କୁ ‘ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଆର୍ମ’ କୁହାଯାଏ। କାରଣ ସେ ନିଜ ଦଳକୁ ଆବଶ୍ୟକ ସମୟରେ ବ୍ରେକ୍ ଥ୍ରୁ ଦେଇଥାନ୍ତି। ଆଇପିଏଲ୍ର 161ଟି ମ୍ୟାଚ୍ରେ ତାଙ୍କ ନାମରେ ସର୍ବାଧିକ 183ଟି ୱିକେଟ୍ ରହିଛି। ଏହି ମ୍ୟାଚ୍ଗୁଡ଼ିକରେ ସେ 39.3% ଡଟ୍ ବଲ୍ ପକାଇ
ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବ। ୧୦ଟି ଦଳ ୫୯ ଦିନ ଧରି ଆଇପିଏଲ୍ ଟାଇଟଲ୍ ଜିତିବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇବେ।
ଶ୍ରେଷ୍ଠ ୧୦ରେ ୭ ଜଣ ଭାରତୀୟ; ଚହଲ ପ୍ରତି ୧୭ଟି ବଲ୍ରେ ଗୋଟିଏ ୱିକେଟ୍ ନିଅନ୍ତି; ଅମିତ ମିଶ୍ରଙ୍କ ନାମରେ ୩ଟି ହ୍ୟାଟ୍ରିକ୍ ରହିଛି।