ହିନ୍ଦୀ କମେଣ୍ଟ୍ରୀ ପାନେଲରେ ବୀରେନ୍ଦ୍ର ସହଵାଗ, ହରଭଜନ ସିଂହ, ଇର୍ଫାନ ପଥାନ, ୟୁସୁଫ ପଥାନ, ମିତାଳୀ ରାଜ, ମହମ୍ମଦ କୈଫ, ସଞ୍ଜୟ ମାଞ୍ଜେରେକର, ଇମ୍ରାନ ତାହିର, ଦୀପ ଦାସ ଗୁପ୍ତା, ଅଜୟ ମେହ୍ରା, ପଦ୍ମଜୀତ ସେହ୍ରାଵତ, ଜତିନ ସପ୍ରୁଙ୍କୁ ସାମିଲ କରାଯାଇଛି।
୫୯ ଦିନ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ମଧ୍ୟରେ ମୋଟ ୭୪ଟି ମୁକାବିଲା ହେବ। ପ୍ରତ୍ୟେକ ଦଳ ୧୪ଟି ମ୍ୟାଚ ଖେଳିବ, ସେଥିରୁ ୭ଟି ନିଜ ଘରେ ଓ ୭ଟି ବିପକ୍ଷ ଦଳର ଘରେ। ୧୦ଟି ଦଳ ମଧ୍ୟରେ ଲିଗ୍ ପର୍ଯ୍ୟାୟରେ ୭୦ଟି ମୁକାବିଲା ହେବ। ଲିଗ୍ ପର୍ଯ୍ୟାୟ ଶେଷରେ ପଏଣ୍ଟ ତାଲିକାର ଶୀର୍ଷ ୪ଟି ଦଳ ପ୍ଲେଅଫ୍ ପ
କେଦାର୍ ଜାଧବ, ଧବଳ୍ କୁଲକର୍ଣ୍ଣୀ, କିରଣ୍ ମୋରେ ମରାଠୀରେ ନିଜର ଅନୁଭବ ଜୀଓ ସିନେମାରେ ସେୟାର କରିବାକୁ ଦେଖାଯିବେ। ସେହିପରି ଝୁଲନ୍ ଗୋସ୍ୱାମୀ, ଲକ୍ଷ୍ମୀ ରତ୍ନ ଶୁକ୍ଲା ବଙ୍ଗାଳୀରେ IPL କ୍ରିକେଟ କମେଣ୍ଟ୍ରି କରିବେ। ଅନ୍ୟପକ୍ଷରେ, ଏକ ବେଣ୍କଟେଶ ପ୍ରସାଦ କନ୍ନଡ ଓ ସରନ୍ଦିପ୍ ସିଂହ, ଅତୁଲ୍ ବାସନ୍ତ
ତାରକା ଇଂରାଜୀ ପ୍ୟାନେଲରେ ସୁନୀଲ ଗାଭାସ୍କର, ଜେକ୍ କ୍ୟାଲିସ୍, କେଭିନ୍ ପିଟରସନ୍, ମାଥ୍ୟୁ ହେଡେନ୍, ଆରନ୍ ଫିନ୍ଚ, ଟମ ମୁଡି, ପାଉଲ କଲିଙ୍ଗୱୁଡ୍, ଡେନିଏଲ ଭିଟୋରି, ଡ୍ୟାନି ମରିସନ, ଷ୍ଟିଭ ସ୍ମିଥ ଏବଂ ଡେଭିଡ୍ ହାସିଙ୍କୁ ସାମିଲ କରିଛନ୍ତି। ଆରନ୍ ଫିନ୍ଚ ଏବଂ ଷ୍ଟିଭ ସ୍ମିଥ ପ୍ରଥମ ଥର IPLରେ ତାରକା ପକ୍ଷ
ଭୋଜପୁରୀ, ପଞ୍ଜାବୀ ଓ ଓଡ଼ିଆ ଭାଷା ସମେତ ୧୩ଟି ଭାଷାରେ ଆଇପିଏଲ୍ କମେଣ୍ଟ୍ରି ପ୍ରସାରଣ ହେବ; ଫିନ୍ଚ, ସ୍ମିଥ ଓ ମିତାଳୀ ରାଜ ଏଥିରେ ଡେବ୍ୟୁ କରିବେ।