୧୩ଟି ଭାଷାରେ ଆଇପିଏଲ୍‌ର କମେଣ୍ଟ୍ରି ପ୍ରଥମ ଥର ପାଇଁ

ଭୋଜପୁରୀ, ପଞ୍ଜାବୀ ଓ ଓଡ଼ିଆ ଭାଷା ସମେତ ୧୩ଟି ଭାଷାରେ ଆଇପିଏଲ୍‌ କମେଣ୍ଟ୍ରି କରାଯିବ; ଫିନ୍ଚ, ସ୍ମିଥ ଓ ମିତାଲି ରାଜ କମେଣ୍ଟ୍ରି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଯୋଡ଼ି ହେବେ।

Next Story