ବାଂଲାଦେଶ ଟି-୨୦ ସିରିଜ୍‌ରେ ବିଜୟୀ

ଆୟରଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୭୭ ରନ୍‌ର ବ୍ୟବଧାନରେ ପରାସ୍ତ କରି ବାଂଲାଦେଶ ଟି-୨୦ ସିରିଜ୍‌ରେ ବିଜୟ ହାସଲ କରିଛି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସାକିବ ସର୍ବାଧିକ ୱିକେଟ୍‌ ନେଇଛନ୍ତି।

Next Story