୨୦୧୯ର IPL ଉଦଘାଟନୀ ସମାରୋହ ରଦ୍ଦ ହେବାର କାରଣସବୁ

୨୦୧୯ ମସିହାରେ IPL ଉଦଘାଟନୀ ସମାରୋହ ରଦ୍ଦ ହୋଇଥିଲା। ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ହୋଇଥିବା ଆକ୍ରମଣରେ ଶହୀଦ ହୋଇଥିବା CRPF ସୈନିକମାନଙ୍କ ପରିବାରଙ୍କୁ ଉଦଘାଟନୀ ସମାରୋହରେ ବ୍ୟୟ ହେବାକୁଥିବା ଅର୍ଥ ଦିଆଯାଇଥିଲା। ପରବର୍ତ୍ତୀ ତିନି ବର୍ଷ କରୋନା ମହାମାରୀ ଯୋଗୁଁ ଟୁର୍ଣ୍ଣାମେଣ୍ଟରେ ଉଦଘାଟନୀ

ସମସ୍ତ କ୍ୟାପ୍ଟେନ୍ ସମାରୋହରେ ଯୋଗଦାନ କରିବେ ନାହିଁ

ଟୁର୍ଣ୍ଣାମେଣ୍ଟର ଘରୋଇ ଓ ବାହାର ଫର୍ମାଟ୍‌ ହେତୁ, ସମସ୍ତ ୧୦ଟି ଟିମ୍‌ର କ୍ୟାପ୍ଟେନ୍‌ ଉଦ୍‌ଘାଟନ ସମାରୋହରେ ଯୋଗଦାନ କରିବେ ନାହିଁ। ଗୁଜରାଟ ଟାଇଟାନ୍ସର କ୍ୟାପ୍ଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ଚେନ୍ନାଇ ସୁପର୍‌ କିଙ୍ଗ୍‌ସର ମହେନ୍ଦ୍ର ସିଂହ ଧୋନି କେବଳ ସମାରୋହରେ ଉପସ୍ଥିତ ରହିବେ।

ଏହି ତାରକାମାନେ କରିବେ ପରଫରମାନ୍ସ

ଅଭିନେତ୍ରୀ ତମନ୍ନା ଭାଟିଆ, ରଶ୍ମିକା ମନ୍ଦାନା ଓ ଗାୟକ ଅରିଜିତ ସିଂହ ୨୦୨୩ ଆଇପିଏଲ୍‌ର ଉଦଘାଟନ ସମାରୋହରେ ପରଫରମ୍‌ କରିବେ। ଆଇପିଏଲ୍‌ ମ୍ୟାନେଜମେଣ୍ଟ ଗୁରୁବାର ଏହି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କାଇଫ୍‌ ଓ ଅଭିନେତା ଟାଇଗର୍‌ ଶ୍ରଫ୍‌ ମଧ୍ୟ ସମାରୋହରେ ଦେଖା ଦେଇପାର

ଆଇପିଏଲରେ ଚାରି ବର୍ଷ ପରେ ଉଦଘାଟନ ସମାରୋହ:

ତମନ୍ନା ଭାଟିଆ, ଅରିଜିତ ଭଳି ଜଣାଶୁଣା ତାରକାମାନେ ପ୍ରଦର୍ଶନ କରିବେ; କେବେ, କେଉଁଠି ଏହି ସମାରୋହ ଦେଖିପାରିବେ ଜାଣନ୍ତୁ।

Next Story