ସେହିପରି, ମୟଙ୍କ ଅଗ୍ରୱାଲ, ଭୁବନେଶ୍ୱର କୁମାର ଓ ରାହୁଲ ତ୍ରିପାଠି ଭଳି ଭାରତୀୟ ଖେଳାଳିମାନେ ମଧ୍ୟ ଟିମ୍କୁ ମଜବୁତ୍ କରିବାରେ ସହାୟକ ହେଉଛନ୍ତି। ପ୍ରଥମ ମ୍ୟାଚ୍ରେ ଆଡମ୍ ମାର୍କରାମ, ମାର୍କୋ ୟାନସେନ୍ ଓ ହେନ୍ରିକ୍ କ୍ଲାସେନ୍ଙ୍କ ଅନୁପସ୍ଥିତିରେ ଟିମ୍କୁ କାମ ଚଳାଇବାକୁ ପଡ଼ିବ। ତିନିଜଣ ଖେଳାଳି ଦ
ସନରାଇଜର୍ସ ହାଇଦ୍ରାବାଡ଼ ଗତ ସିଜନରେ କୌଣସି ବିଶେଷ ପ୍ରଦର୍ଶନ କରିପାରି ନଥିଲା। ଟିମ୍ ଗତ ସିଜନରେ ଲିଗ୍ ପର୍ଯ୍ୟାୟ ମଧ୍ୟରେ ସୀମିତ ରହିଥିଲା। ୧୪ ମ୍ୟାଚ୍ରେ ୮ଟି ମ୍ୟାଚ୍ ହାରିଥିଲା। ଏହି କାରଣରୁ ଟିମ୍ ଟୁର୍ଣ୍ଣାମେଣ୍ଟ ୮ ତମ ସ୍ଥାନରେ ଶେଷ କରିବାକୁ ବାଧ୍ୟ ହୋଇଥିଲା। ୧୦ଟି ସିଜନ ମଧ୍ୟରୁ ୬ଟି ସିଜନରେ
ଆଇପିଏଲ ୨୦୨୩ରେ ଭଲ ଆରମ୍ଭ କରିବା ପାଇଁ ଦୁଇଟି ଟିମ ଏକ ସମୟରେ ନଜର ରଖିବେ। ୨୦୦୮ରେ ଶେନ୍ ୱାର୍ନ ନେତୃତ୍ୱରେ ରାଜସ୍ଥାନ ପ୍ରଥମ ଆଇପିଏଲ ଟାଇଟଲ ଜିତିଥିଲା, କିନ୍ତୁ ତା’ପରେ ଟିମଟି କେବେ ଉଚ୍ଚ ପ୍ରଦର୍ଶନ କରି ପାରିନଥିଲା। ଅନ୍ୟପକ୍ଷରେ, ହାଇଦ୍ରାବାଦ ୨୦୧୬ରେ ଚାମ୍ପିଅନ ହୋଇଥିଲା।
ପୂର୍ବ ଚାମ୍ପିଅନ ଦଳଗୁଡ଼ିକ ମଧ୍ୟରେ ଏକ ତୀବ୍ର ମୁକାବିଲାର ଆଶା; ସମ୍ଭାବ୍ୟ ପ୍ଲେଇଂ-11 ଏବଂ ପ୍ରଭାବଶାଳୀ ଖେଳାଳି।