ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସହିତ ଖେଳିବା ସମୟରେ ଗୋଡ଼ର ଆଘାତ ହେବା ଫଳରେ କେନ୍ ୱିଲିୟମସନ ଆଇପିଏଲର ସମଗ୍ର ସିଜନ୍ରୁ ବାହାର ହୋଇଯାଇଛନ୍ତି।