ତେଜ ଗେଣ୍ଡବାଜ ଅର୍ଶଦୀପ ସିଂହ ଅଦ୍ଭୁତ ଗେଣ୍ଡବାଜି କରିଥିଲେ। ସେ ତାଙ୍କର ପ୍ରଥମ ଓଭର ମଧ୍ୟରେ ମନ୍ଦୀପ ସିଂହ (୨ ରନ୍) ଓ ଅନୁକୂଳ ରଏ (୪ ରନ୍) କୁ ଆଉଟ କରି ଦେଇଥିଲେ। ପରେ ଅର୍ଦ୍ଧଶତକ ଆଡ଼କୁ ବଢ଼ୁଥିବା ଭେଙ୍କଟେଶ ଆୟର (୩୪ ରନ୍)କୁ ପାଭିଲିଅନ୍ ଫେରାଇ ଆଣିଥିଲେ।
ମୋହାଲିର ମୈଦାନରେ ଆଜି ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ୍ ରାଇଡାର୍ସକୁ ୭ ରନ୍ ଦ୍ୱାରା ପରାସ୍ତ କରି ଆଇପିଏଲ-୧୬ରେ ଜିତି ଆରମ୍ଭ କରିଛନ୍ତି। ବର୍ଷା ବାଧିତ ଏହି ମ୍ୟାଚ୍ରେ ଡକ୍ୱାର୍ଥ-ଲୁଇସ୍ ପଦ୍ଧତି ଅନୁସାରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛନ୍ତି। କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନ
डीएलएस ମେଥଡ୍ ଦ୍ୱାରା କଲକାତାକୁ ୭ ରନ୍ରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସ ଆଇପିଏଲ-୧୬ ଆରମ୍ଭ କରିଛନ୍ତି । ଅର୍ଶଦୀପ୍ ସିଂହ ୩ଟି ୱିକେଟ୍ ନେଇଥିଲେ।