ମୁଁ ସବୁବେଳେ ଶାଢୀ ପିନ୍ଧିବାକୁ ଭଲପାଏ, ତେଣୁ ମୁଁ ଶାଢୀ ପିନ୍ଧେ। ବିଶେଷ କରି କାଞ୍ଜିଭରମ୍ ଶାଢୀଗୁଡ଼ିକ ମୋର ପସନ୍ଦ, କାରଣ ଏହା ମୋର ପାରମ୍ପରିକ ପରିଚୟ ଏବଂ ଏହା ମୋତେ ସବୁବେଳେ ମୋ ମାଆଙ୍କ କଥା ମନେ ପକାଇଦିଏ। ଏହି ଶାଢୀଗୁଡ଼ିକୁ ପିନ୍ଧିଲେ ମୋତେ ଲାଗେ ଯେ ମୋ ମାଆ ଏବେ ବି ମୋ ସହିତ ଅଛନ୍ତି।
ରେଖା କହିଛନ୍ତି - ମୁଁ ଯେଉଁଠାକୁ ବି ଯାଏ, ମୋତେ ସମାନ ପ୍ରଶ୍ନ ପଚରାଯାଏ। ଜଣେ ଷ୍ଟାଇଲିଷ୍ଟ ହେବାର ଅର୍ଥ ଏହା ନୁହେଁ ଯେ ଆପଣ ସବୁଥର କିଛି ଫ୍ୟାନ୍ସି ପିନ୍ଧିବେ, ଯଦି ଆପଣ ଜଣେ ଭଲ ଷ୍ଟାଇଲିଷ୍ଟ, ତେବେ ଆପଣ ଯେକୌଣସି ପୋଷାକରେ ମଧ୍ୟ ଷ୍ଟାଇଲିସ୍ ଦେଖାଯିବେ। ତାହା ପୁଣି ଆପଣ ଏକ ପାରମ୍ପରିକ ଶାଢ଼ୀ ପିନ୍ଧି
ରେଖା ନିଜର ଅଭିନୟ ଏବଂ ଆକର୍ଷଣୀୟ ଶୈଳୀ ଦ୍ଵାରା ଲକ୍ଷ ଲକ୍ଷ ହୃଦୟରେ ରାଜ୍ କରିଛନ୍ତି। କିନ୍ତୁ ରେଖାଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ସହିତ ତାଙ୍କର ସାଢ଼ୀ ସଂଗ୍ରହ ଏବଂ ଫ୍ୟାଶନ୍ ସେନ୍ସ ପାଇଁ ମଧ୍ୟ ଜଣାଯାଏ।
ମିଡିଆ ଦ୍ୱାରା ପଚରାଯିବାରୁ ସେ କହିଥିଲେ - ମୋତେ ଶାଢ଼ୀ ପିନ୍ଧିବାକୁ ବହୁତ ଭଲ ଲାଗେ, ଏହା ସହିତ ଶାଢ଼ୀ ଭାରତୀୟ ମହିଳାମାନଙ୍କ ପାଇଁ ସଂସ୍କୃତିର ପ୍ରତୀକ ଅଟେ।