ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେବେ ମହେଶ ମାଞ୍ଜ୍ରେକର। ଫିଲ୍ମଟି ୨୦୨୩ରେ ଦୀପାବଳୀ ଅବସରରେ ମୁକ୍ତିଲାଭ କରିବ। ମରାଠୀ ବ୍ୟତୀତ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ଏହାକୁ ପ୍ରଦର୍ଶିତ କରାଯିବ।
ମିଳିଥିବା ସୂଚନା ଅନୁସାରେ, ନାଗେଶ ସୁଟିଂ ପାଇଁ ଆସିଥିବା ଘୋଡ଼ାମାନଙ୍କର ଯତ୍ନ ନେଉଥିଲେ। ସେହି ସମୟରେ ସେ ଫୋନରେ କଥା ହେବା ପାଇଁ ଦୁର୍ଗ ଉପରକୁ ଆସିଥିଲେ। କଥାବାର୍ତ୍ତା ସାରିବା ପରେ ସେ ଦୁର୍ଗରୁ ତଳକୁ ଯାଉଥିବା ବେଳେ ତାଙ୍କର ଭାରସାମ୍ୟ ବିଗିଡ଼ି ଯାଇଥିଲା ଏବଂ ସେ ଦୁର୍ଗ ବାହାର ପଟେ ତଳକୁ ଖସି ପଡ଼ି
ରିପୋର୍ଟ ଅନୁସାରେ, ଫିଲ୍ମ ନିର୍ଦ୍ଦେଶକ ମହେଶ ମାଞ୍ଜରେକର ଗତ କିଛି ଦିନ ଧରି ପନ୍ହାଲଗଡ଼ରେ ତାଙ୍କ ଆଗାମୀ ଫିଲ୍ମ 'ବେଦତ ମରାଠେ ବୀର ଦୌଡ଼େ ସାତ'ର ସୁଟିଂ କରୁଥିଲେ। ଗତ ଶନିବାର ରାତି ପ୍ରାୟ 9ଟା ବେଳେ ପନ୍ହାଲଗଡ଼ ଦୁର୍ଗର କିଲ୍ଲେବନ୍ଦୀ ଉପରେ ସୁଟିଂ ଚାଲିଥିବା ସମୟରେ ନାଗେଶ ନିୟନ୍ତ୍ରଣ ହରାଇ ଖସିପଡିଥି
କିଲ୍ଲାବନ୍ଦୀରୁ ୧୦୦ ଫୁଟ ତଳକୁ ଖସିପଡ଼ିଲେ ୧୯ ବର୍ଷର ଯୁବକ, ମୁଣ୍ଡ ଓ ଛାତିରେ ଗଭୀର ଆଘାତ...ଅବସ୍ଥା ସଙ୍କଟାପନ୍ନ ।