ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୁଆହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଏବଂ ମୁମ୍ବାଇ |
ପ୍ରତି ଚାରି ବର୍ଷରେ ଥରେ ହେଉଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
କ୍ରିକେଟ ବିଶ୍ଵକପ୍ର ତାରିଖ ଘୋଷଣା ହୋଇସାରିଛି। ଏହାର ମ୍ୟାଚ୍ଗୁଡ଼ିକ ଭାରତର 12ଟି ସହରରେ ଆୟୋଜିତ ହେବ।
ଅକ୍ଟୋବର 5 ତାରିଖରେ ଆରମ୍ଭ ହେବ ଏବଂ ନଭେମ୍ବର 19 ତାରିଖରେ ଅହମ୍ମଦାବାଦରେ ଫାଇନାଲ୍ ଖେଳାଯିବ।