୮୪ ବର୍ଷ ପୂର୍ବେ ଥିବା ଏହି ଯୋଦ୍ଧାଙ୍କଠାରୁ ଆଜି ମଧ୍ୟ ରୁଷ ଏବଂ ଫିନଲ୍ୟାଣ୍ଡ କାନ୍ପନ୍ତି।
ଶୀତ ଯୁଦ୍ଧ ନାମରେ ପରିଚିତ ଏହି ଯୁଦ୍ଧ।
ସେଠାର ଲୋକେ ଏମାନଙ୍କୁ 'ସ୍ନାଇପର ହ୍ୱାଇଟ୍ ଡେଥ୍' ନାମରେ ଜାଣନ୍ତି କାରଣ ଏମାନଙ୍କର ଟାର୍ଗେଟ୍ କେବେ ମିସ୍ ହୁଏନାହିଁ।
ସିମୋ ହାୟହା ଜଣେ ଫିନଲ୍ୟାଣ୍ଡର ସ୍ନାଇପର ଥିଲେ, ଯାହାଙ୍କ ନାମ ଆଜି ପର୍ଯ୍ୟନ୍ତ ରୁଷରେ ଭୟ ସୃଷ୍ଟି କରେ।