ଓକ୍-ଲାଇନ ସଡ଼କ ଏବଂ କେପ୍ ଡଚ୍ ଘର ବିଶିଷ୍ଟ ଆକର୍ଷଣୀୟ ଗାଁ ଆପଣଙ୍କୁ ନିଶ୍ଚିତ ଭାବରେ ମୋହିତ କରିବ

ଏହି ଗାଁ ବ୍ୟାପକ ଓ୍ଵାଇନ୍ ଇଷ୍ଟେଟ୍ ପାଇଁ ପ୍ରସିଦ୍ଧ, ଯେଉଁଠାରେ ଆପଣ ଓ୍ଵାଇନ୍ ଟେଷ୍ଟିଂ କରିପାରିବେ। ଏହା ଛଡ଼ା ଆପଣ ଏଠାରେ ରେଷ୍ଟୁରାଣ୍ଟ, ନାଇଟ୍ କ୍ଳବ, କାଫେ ଏବଂ ଆର୍ଟ ଗ୍ୟାଲେରୀର ମଜା ନେଇପାରିବେ।

ଏହି ସହରର ଇତିହାସ ୧୬୭୯ରୁ

ଆପଣ ଗ୍ରାମ ମ୍ୟୁଜିୟମ ଏବଂ ଷ୍ଟେଲନିର୍କ ମ୍ୟୁଜିୟମକୁ ଯାଇ ସେହି ଇତିହାସର ସ୍ୱାଦ ନେଇପାରିବେ।

ଆପଣ ଷ୍ଟେଲେନ୍ବସ୍ ସହରକୁ ମିସ୍ କରିପାରିବେନି

ଦକ୍ଷିଣ ଆଫ୍ରିକାର ଏକମାତ୍ର ବିଶ୍ୱବିଦ୍ୟାଳୟ ସହର, ଷ୍ଟେଲେନ୍ବସ୍ ଦ୍ୱିତୀୟ ସର୍ବପୁରୁଣ ସହର ମଧ୍ୟ ଅଟେ।

ଷ୍ଟେଲେନବୋସ୍: ଦକ୍ଷିଣ ଆଫ୍ରିକାର ଆଉ ଏକ ସୁନ୍ଦର ସ୍ଥାନ

ଯଦି ଆପଣ ଶାନ୍ତ ଏବଂ ମନୋରମ ପରିବେଶରେ କିଛି ଦିନ ବିତାଇବାକୁ ଚାହୁଁଛନ୍ତି,

Next Story