ଯଦି ଆପଣ ମଧ୍ୟ ଏଠାରେ ଆସିବାକୁ ଚାହୁଁଛନ୍ତି...

ଯଦି ଆପଣ ଏହି ସ୍ଥାନକୁ ପରିଭ୍ରମଣ କରିବାକୁ ଚାହୁଁଛନ୍ତି, ତେବେ ଏହାର ଠିକଣା ହେଉଛି: Lars Thoringsvei 10, Tromso 9037, ନରୱେ।

ଉତ୍ତର ଆଲୋକ ପ୍ରଦର୍ଶନୀ

ଟ୍ରୋମସୋ ବିଶ୍ୱବିଦ୍ୟାଳୟ ମ୍ୟୁଜିୟମ୍ ନରଓ୍ୱେର ସବୁଠାରୁ ପ୍ରସିଦ୍ଧ ଆକର୍ଷଣ, ଉତ୍ତର ଆଲୋକକୁ ମଧ୍ୟ ପ୍ରଦର୍ଶନ କରେ।

ନରଓ୍ଵେର ସ୍ଥାନୀୟ ଲୋକଙ୍କ ବିଷୟରେ ଆକର୍ଷଣୀୟ ତଥ୍ୟ

ଏହି ସଂଗ୍ରହାଳୟ ନରଓ୍ଵେର ସାମି ଅଞ୍ଚଳରେ ବାସ କରୁଥିବା ସ୍ଥାନୀୟ ଲୋକଙ୍କ ବିଭିନ୍ନ ଆକର୍ଷଣୀୟ ତଥ୍ୟ ପ୍ରଦର୍ଶନ କରେ।

ଟ୍ରୋମସୋ ବିଶ୍ୱବିଦ୍ୟାଳୟ ମ୍ୟୁଜିୟମ୍, ନରଓ୍ୱେର ଏକ ପ୍ରସିଦ୍ଧ ମ୍ୟୁଜିୟମ୍

ଏହି ମ୍ୟୁଜିୟମ୍ ନରଓ୍ୱେର ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କର ଇତିହାସକୁ ମଧ୍ୟ ପ୍ରଦର୍ଶନ କରେ।

Next Story