ଯଦି ଆପଣ ମାଟେରହର୍ଣ୍ଣକୁ ପ୍ରଥମ ଥର ପାଇଁ ଯାଉଛନ୍ତି, ତେବେ ଏହି କାର୍ଯ୍ୟକଳାପଗୁଡ଼ିକୁ କରିବାକୁ ଭୁଲନ୍ତୁ ନାହିଁ!

ମାଟେରହର୍ଣ୍ଣ ସଂଗ୍ରହାଳୟର ଦର୍ଶନ କରିବାକୁ ଭୁଲନ୍ତୁ ନାହିଁ ଏବଂ ସାଇ ଡାଇଭିଂର ଆନନ୍ଦ ମଧ୍ୟ ନିଅନ୍ତୁ।

ଯଦି ଆପଣ ଏତେ ଉଚ୍ଚତାରେ ଚଢ଼ିବାକୁ ସକ୍ଷମ ନୁହନ୍ତି ତେବେ ଭୟ କରନ୍ତୁ ନାହିଁ

ଏହି ପିରାମିଡ଼ ଆକାରର ପର୍ବତକୁ ଯିବା ପାଇଁ କେବୁଲ କାରର ବ୍ୟବସ୍ଥା ମଧ୍ୟ ଉପଲବ୍ଧ | ଏବଂ ପର୍ବତରେ କେବୁଲ କାର ଷ୍ଟେସନ ମଧ୍ୟ ରହିଛି।

ପିରାମିଡ୍ ଆକାରର ଏହି ପର୍ବତ ନିଶ୍ଚିତ ଭାବରେ ସ୍ୱିଟଜର୍ଲାଣ୍ଡରେ ବୁଲିବା ପାଇଁ ଏକ ପ୍ରମୁଖ ସ୍ଥାନ।

ଏହି ପିରାମିଡ୍ ଆକାରର ପର୍ବତ ଉପରକୁ ଚଢ଼ି ଆପଣ ସ୍ୱିଟଜର୍ଲାଣ୍ଡର ସୌନ୍ଦର୍ଯ୍ୟକୁ ଦେଖିପାରିବେ।

ମାଟରହର୍ଣ୍ଣ

ମାଟରହର୍ଣ୍ଣ ସ୍ଵିଟଜରଲ୍ୟାଣ୍ଡର ସବୁଠାରୁ ପ୍ରସିଦ୍ଧ ପିରାମିଡ଼ ଆକାରର ପର୍ବତଗୁଡ଼ିକ ମଧ୍ୟରୁ ଗୋଟିଏ। ଏହି ବିରାଟ ପିରାମିଡ଼ ଆକାରର ପର୍ବତ ବିଶ୍ୱର ସବୁଠାରୁ ଅଧିକ ଫଟୋଗ୍ରାଫ୍ କରାଯାଇଥିବା ପର୍ବତଗୁଡ଼ିକ ମଧ୍ୟରୁ ଗୋଟିଏ।

Next Story