ମୋନାକୋର ସାମ୍ରାଜ୍ୟ ଅଲ୍ବର୍ଟ II ଙ୍କ ନିକଟରେ $୧ ବିଲିୟନରୁ ଅଧିକ ସମ୍ପତ୍ତି ରହିଛି। ତାଙ୍କ ସମ୍ପତ୍ତି ମୋନାକୋର ରାଜକୀୟ ସମ୍ପତ୍ତି, କ୍ୟାସିନୋ ଏବଂ ଅନ୍ୟାନ୍ୟ ନିବେଶରୁ ଆସିଛି।
ସମ୍ପତ୍ତି: $୨ ବିଲିୟନ୍, ମୋରୋକ୍କୋର ରାଜା ମହମ୍ମଦ ଷଷ୍ଠଙ୍କ ସାମ୍ରାଜ୍ୟ ଅରବ ଜଗତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଧାରଣ କରେ।
କତାରର ଅମୀର ତମିମ ବିନ ହାମଦ ଆଲ ଥାନୀଙ୍କ ପାଖରେ ୨ ବିଲିୟନ ଡ଼ଲାରର ସମ୍ପତ୍ତି ଅଛି। କତାରର ବିଶାଳ ଗ୍ୟାସ ଏବଂ ତେଲ ସମ୍ପଦରୁ ସେ ଏହି ଧନ ସଂଗ୍ରହ କରିଛନ୍ତି।
ସମ୍ପତ୍ତି: $೪ ବିଲିୟନ୍ | ଲିକ୍ଟେନଷ୍ଟାଇନ୍ର ରାଜକୁମାର ହାନ୍ସ-ଆଡମ୍ II ବିଶ୍ୱର ସବୁଠାରୁ ଧନୀ ରାଜାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ | ସେମାନଙ୍କର ଧନ ମୁଖ୍ୟତଃ ଆର୍ଥିକ ସଂସ୍ଥାନ ଏବଂ ପରିବାରର ନିଜସ୍ୱ ସମ୍ପତ୍ତିରୁ ଆସେ |
ସମ୍ପତ୍ତି: $೪ ବିଲିୟନ୍। ଲକ୍ସମ୍ବର୍ଗର ସମ୍ରାଟ ହେନ୍ରି ଗ୍ରାଣ୍ଡ ଡ୍ୟୁକ୍ଙ୍କ ରାଜ୍ୟ ୟୁରୋପର ଏହି ଛୋଟ ଦେଶ ମଧ୍ୟରେ ବ୍ୟାପ୍ତ।
ୟୁଏଇର ଉପରାଷ୍ଟ୍ରପତି ଏବଂ ଦୁବାଇର ଶାସକ ମହମ୍ମଦ ବିନ ରାଶିଦ ଆଲ ମକତୁମଙ୍କ ନିକଟରେ $୧୪ ବିଳିୟନ ଟଙ୍କାର ସମ୍ପତ୍ତି ରହିଛି।
ସମ୍ପତ୍ତି: $୨୮ ବିଲିୟନ୍। ସାଉଦି ଆରବର ଶାସକ ସାଲମାନ ବିନ୍ ଅବ୍ଦୁଲ୍ ଅଜିଜ୍ ଆଲ୍ ସାଉଦ୍ଙ୍କ ସାମ୍ରାଜ୍ୟ ମଧ୍ୟ ତେଲ ଏବଂ ପ୍ରାକୃତିକ ସମ୍ପଦ ଉପରେ ନିର୍ଭର କରେ।
ସମ୍ପତ୍ତି: $୨୮ ବିଲିୟନ୍, ବ୍ରୁନେଇର ସୁଲତାନ ହସନାଲ ବୋଲକିଆହ ବିଶ୍ୱର ତୃତୀୟ ସର୍ବଧନୀ ଶାସକ ଅଟନ୍ତି। ସେମାନଙ୍କର ଧନ ମୁଖ୍ୟତଃ ବ୍ରୁନେଇର ତୈଳ ଏବଂ ଗ୍ୟାସ ସମ୍ପତ୍ତିରୁ ଆସେ।
ସଂଯୁକ୍ତ ଆରବ ଅମିରାତ (UAE)ର ରାଷ୍ଟ୍ରପତି ଏବଂ ଆବୁଧାବିର ଶାସକ ମହମ୍ମଦ ବିନ ଜାୟଦ ଆଲ ନାହିୟାନଙ୍କର ମୋଟ ସମ୍ପତ୍ତି $30 ବିଲିୟନ୍ ଅଟେ।
ସମ୍ପତ୍ତି: $೪೩ ବିଲିୟନ୍, ଥାଇଲ୍ୟାଣ୍ଡର ରାଜା ମହା ବଜିରାଲୋଙ୍ଗକୋର୍ଣ୍ଣ ବର୍ତ୍ତମାନ ବିଶ୍ୱର ସର୍ବୋପରି ଧନୀ ଶାସକ ଅଟନ୍ତି। ସେମାନଙ୍କ ସମ୍ପତ୍ତିର ଅଧିକାଂଶ ଭାଗ ସେମାନଙ୍କ ଦେଶର ରାଜକୀୟ ସମ୍ପତ୍ତିରେ ଅନ୍ତର୍ଭୁକ୍ତ।
ବିଶ୍ୱର ୧୦ ଜଣ ସର୍ବାଧିକ ଧନୀ ରାଜାଙ୍କର ତାଲିକା