JSW MG ଭାରତରେ ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର୍ ୱିଣ୍ଡସର୍ (Windsor) ର ଇନ୍ସପାୟାର୍ ଏଡିସନ୍ (Inspire Edition) ଉନ୍ମୋଚନ କରିଛି। ଏହି ଲିମିଟେଡ୍ ଏଡିସନ୍ କେବଳ 300 ୟୁନିଟରେ ଉପଲବ୍ଧ ହେବ। ଏଥିରେ 38 kWh ବ୍ୟାଟେରୀ, BaaS ମଡେଲ୍, କଷ୍ଟମ୍ ଆଲୋୟ୍ ଚକ, ଏବଂ ୱାଚ୍ ୱେଲନେସ୍ ଆପ୍ (Watch Wellness App) ଭଳି ଅତିରିକ୍ତ ବୈଶିଷ୍ଟ୍ୟ ରହିଛି।









