ଶିଳ୍ପା ନିଜ ପୁଅର ହାତ ଧରିଥିବା ଦେଖାଯାଇଥିଲା। ସେହିପରି ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପାପାରାଜିଙ୍କଠାରୁ ମୁହଁ ଲୁଚାଉଥିବା ଦେଖାଯାଇଥିଲା। ଶିଳ୍ପାଙ୍କ ଲୁକ୍ ବିଷୟରେ କହିବାକୁ ଗଲେ, ସେ ବ୍ଲୁ ଡେନିମ୍, ସାର୍ଟ ଏବଂ ସ୍ୱେଟ୍ ସାର୍ଟ ପିନ୍ଧିଥିଲେ।
ବଲିଉଡରେ ପାଦ ଥାପିଥିବା ଶିଳ୍ପା ତାଙ୍କ କ୍ୟାରିୟରର ଆରମ୍ଭ କନ୍ନଡ ଇଣ୍ଡଷ୍ଟ୍ରିର ବିଜ୍ଞାପନରେ ମଡେଲିଂ କରି କରିଥିଲେ। ଫାଷ୍ଟ ଲୁକ୍ ସାମ୍ନାକୁ ଆସିବା ମାତ୍ରେ ହିଁ ଫ୍ୟାନ୍ସମାନଙ୍କ ଖୁସି କହିଲେ ନସରେ।
ସୂଚନା ଅନୁସାରେ, ବଲିଉଡ୍ ପରେ ଶିଳ୍ପା ଏବେ ଦକ୍ଷିଣ ଭାରତୀୟ ସିନେମାରେ ପାଦ ଥାପିବାକୁ ଯାଉଛନ୍ତି। ଶିଳ୍ପା ୧୮ ବର୍ଷ ପରେ କନ୍ନଡ଼ ଫିଲ୍ମ 'କେଡି ଦି ଡେଭିଲ୍'ରେ ନଜର ଆସିବେ।
ରାଜ କୁନ୍ଦ୍ରା ପାପାରାଜିଙ୍କଠାରୁ ମୁହଁ ଲୁଚାଉଥିବା ଦେଖାଗଲେ।